ETV Bharat / bharat

ସୁପ୍ରିମକୋର୍ଟରେ ପହଞ୍ଚିଲା ହାଇଦ୍ରାବାଦ ଏନକାଉଣ୍ଟର ମାମଲା - plea filed against hyderabad police

ଏନକାଉଣ୍ଟରରେ ସାମିଲ ପୋଲିସଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିବାକୁ ଦୁଇ ଜଣ ଓକିଲ ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଛନ୍ତି। କମିଶନରଙ୍କ ବିରୁଦ୍ଧରେ ଯାଞ୍ଚ ହେଉ ବୋଲି ଦାବି ଉଠିଛି।

ହାଇଦ୍ରାବାଦ ଏନକାଉଣ୍ଟର ମାମଲା
ଫାଇଲ ଫଟୋ
author img

By

Published : Dec 7, 2019, 6:24 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କ ଏନକାଉଣ୍ଟର ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏନକାଉଣ୍ଟରରେ ସାମିଲ ପୋଲିସଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିବାକୁ ଦୁଇ ଜଣ ଓକିଲ ଦାବି କରିଛନ୍ତି।

ହାଇଦ୍ରାବାଦ ଏନକାଉଣ୍ଟରରେ ସାମିଲ ପୋଲିସ କର୍ମୀଙ୍କ ବିରୁଦ୍ଧରେ ଏଫଆଇଆର ଦାଏର କରିବା ସହ ଘଟଣାର ନିରପେକ୍ଷ ଯାଞ୍ଚ କରାଯାଉ ବୋଲି ଓକିଲ ଦାବି କରିଛନ୍ତି। ଏହାସହିତ କମିଶନରଙ୍କ ବିରୁଦ୍ଧରେ ଯାଞ୍ଚ ହେଉ ବୋଲି ଦାବି ଉଠିଛି। ପୋଲିସର କାର୍ଯ୍ୟାନୁଷ୍ଠାନ ନିୟମର ବିରୁଦ୍ଧ ବୋଲି ଯାଚିକାରେ କୁହାଯାଇଛି।

ଅନ୍ୟପକ୍ଷେ ଏନକାଉଣ୍ଟର ଘଟଣାକୁ ତେଲେଙ୍ଗାନା ହାଇକୋର୍ଟ ଗମ୍ଭୀରତାର ସହ ନେଇ ଅଭିଯୁକ୍ତଙ୍କ ମୃତ ଦେହକୁ ସୁରକ୍ଷିତ ରଖିବାକୁ ଆଦେଶ ଦେଇଥିଲେ । ସୋମବାର ସକାଳେ ତେଲେଙ୍ଗାନା ହାଇକୋର୍ଟରେ ଘଟଣାର ଶୁଣାଣି ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.