ETV Bharat / bharat

ପାଟନା-ଗୟା ରେଳଷ୍ଟେସନରେ କାର ସହ ଧକ୍କା ହେଲା ଟ୍ରେନ: ଦମ୍ପତି ମୃତ ଓ ଶିଶୁ ଗୁରୁତର

author img

By

Published : Jul 18, 2020, 12:22 PM IST

ପାଟନା-ଗୟା ରେଳଷ୍ଟେସନର ପଠୋହୀ ନିକଟରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ବେଆଇନ ଭାବେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ଏକ କାର୍ ପାଟନାରୁ ରାଞ୍ଚି ଯାଉଥିବା ଟ୍ରେନ ସହ ଧକ୍କା ହୋଇଛି । ଅଧିକ ପଢନ୍ତୁ...

Husband and wife died in a car collision with train in patna
ପାଟନା-ଗୟା ରେଳଷ୍ଟେସନରେ କାର ସହ ଧକ୍କା ହେଲା ଟ୍ରେନ, ଦମ୍ପତି ମୃତ ଓ ଶିଶୁ ଗୁରୁତର

ପାଟନା: ପାଟନା-ଗୟା ରେଳଷ୍ଟେସନର ପଠୋହୀ ନିକଟରେ ଏକ ବଡ ଧରଣର ରେଳ ଦୁର୍ଘଟଣା ଘଟିଛି । ବେଆଇନ ଭାବେ ରେଲୱେ ଟ୍ରାକ୍ ଅତିକ୍ରମ କରୁଥିବା ଏକ କାର୍ ପାଟନାରୁ ରାଞ୍ଚି ଯାଉଥିବା ଟ୍ରେନ ସହ ଧକ୍କା ହୋଇଛି । ଘଟଣାରେ କାରରେ ଥିବା ଦମ୍ପତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଗାଡିରେ ଥିବା ଶିଶୁ ଗୁରୁତର ରହିଛି ।

ତେବେ ସ୍ଥାନୀୟବାସୀଙ୍କ ସହାୟତାରେ କାରରେ ଥିବା ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନାନୁସାରେ ମୃତ ଦମ୍ପତି ପୀଠହୀର ଧରହରା ଗାଁର ନିବାସୀ ସୁରେନ୍ଦ୍ର ସିଂଙ୍କ ଝିଅ ଓ ଜ୍ବାଇଁ ଥିଲେ । ଉକ୍ତ ଗାଡିରେ ତାଙ୍କ ଝିଅ-ଜ୍ବାଇଁ ସହ 5 ବର୍ଷର ନାତି ଥିଲା । ସେପଟେ ଦୁର୍ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ସେପଟେ ରେଳ ଷ୍ଟେସନରେ ଦୁର୍ଘଟଣାର ଖବର ପାଇ ପାଟନା ଓ ମସୌଡୀ ଜିଆରପି ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ପାଟନାର ଡିଆରଏମ ସୁନୀଲ କୁମାରଙ୍କ ନେତୃତ୍ବରେ ରେଳ ବିଭାଗର ରେସ୍କ୍ୟୁ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ଯଦ୍ବାରା ପୁଣି ଥରେ ରେଳ ଚଳାଚଳ ସ୍ବାଭାବିକ କରାଯାଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.