ETV Bharat / bharat

ବିଜେପି ନେତାଙ୍କ ଦାଦାଗିରି, ଗାଡି ରୋକିବାରୁ ହୋମଗାର୍ଡଙ୍କୁ ମାରିଲେ ଚାପୁଡା ! - rewari

ବିଜେପି ନେତା ସତିଶ ଖୋଡାଙ୍କ କାର ରେୱାଡିରୁ ରାସ୍ତାର ଭୁଲ ଦିଗରେ ଯାଉଥିଲେ । ଏହି ସମୟରେ ଜଣେ ହୋମଗାର୍ଡ ଗାଡି ରୋକିବାକୁ ପ୍ରୟାସ କରିଥିଲେ । କିନ୍ତୁ ଡ୍ରାଇଭର ଗାଡି ରଖିବା ବଦଳରେ ଏହା ଖୋଡାଙ୍କ କାର ବୋଲି ହୋମଗାର୍ଡଙ୍କୁ ଉତ୍ତର ଦେଇଥିଲା । ଏପରିକି ସତିଶ ଖୋଡା ହୋମଗାର୍ଡଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 24, 2019, 9:09 PM IST

Updated : Jun 24, 2019, 9:17 PM IST

ଚଣ୍ଡିଗଡ: ହରିୟାଣାର ରେୱାଡିରେ ବିଜେପି ନେତାଙ୍କ ଦବଙ୍ଗଗିରି । ରାସ୍ତାର ଭୁଲ ଦିଗରେ ଯାଉଥିଲା ନେତାଙ୍କ ଗାଡି । ଯାହାକୁ ବିରୋଧ କରିଥିଲେ ଜଣେ ହୋମଗାର୍ଡ । ତେବେ ହୋମଗାର୍ଡ ଜଣକ ନେତାଙ୍କ କାର ରୋକିବାକୁ ପ୍ରୟାସ କରିବାରୁ ଗାଡି ରଖିବା ବଦଳରେ ତାଙ୍କୁ ଘୋଷାରି ନେଇଥିଲେ ନେତାଙ୍କ ଡ୍ରାଇଭର ।

ଘଟଣାଟି ରବିବାରର । ବିଜେପି ନେତା ସତିଶ ଖୋଡାଙ୍କ କାର ରେୱାଡିରୁ ରାସ୍ତାର ଭୁଲ ଦିଗରେ ଯାଉଥିଲେ । ଏହି ସମୟରେ ଜଣେ ହୋମଗାର୍ଡ ଗାଡି ରୋକିବାର ପ୍ରୟାସ କରିଥିଲେ । କିନ୍ତୁ ଡ୍ରାଇଭର ଗାଡି ରଖିବା ବଦଳରେ ଏହା ଖୋଡାଙ୍କ କାର ବୋଲି ହୋମଗାର୍ଡଙ୍କୁ ଉତ୍ତର ଦେଇଥିଲା । ଏହା ପରେ ଡ୍ରାଇଭର ହୋମଗାର୍ଡକୁ ଅନେକ ଦୂର ପର୍ଯ୍ୟନ୍ତ କାରରେ ଘୋଷାରି ନେଇଥିଲେ । ତେବେ ସତିଶ ଖୋଡା ତାଙ୍କୁ ଚାପୁଡା ମଧ୍ୟ ମାରିଥିବା ଅଭିଯୋଗ କରିଛନ୍ତି ହୋମଗାର୍ଡ ।

ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି । ଆଇନକୁ ହାତକୁ ନେବାର ଅଧିକାର କାହାକୁ ଦିଆଯାଇନାହିଁ । ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦିଆଯିବ ବୋଲି ପୋଲିସ କହିଛି ।

Intro:Body:

dfx

Conclusion:
Last Updated : Jun 24, 2019, 9:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.