ETV Bharat / bharat

କାନ୍ଥରେ ଥାନୋସଙ୍କ ଚିତ୍ର ଆଙ୍କି କୋରୋନା ସଚେତନତା

ବେଙ୍ଗାଲୁରୁର ବାଦଲ ନନଜୁଣ୍ଡାସ୍ବାମୀ ନାମକ ଚିତ୍ରକାର କାନ୍ଥରେ ହଲିଉଡ ଫିଲ୍ମ ଚରିତ୍ର ଥାନୋସଙ୍କ ସାବୁନରେ ହାତ ଧୋଇବା ଚିତ୍ର ଆଙ୍କିବା ସହିତ ଟାଇଟନିକ ପୋଜରେ ଜ୍ୟାକ ଏବଂ ରୋଜଙ୍କ ଚିତ୍ର ଆଙ୍କିଛନ୍ତି । ଯେଉଁଥିରେ ସେମାନେ ମାସ୍କ ପିନ୍ଧିଛନ୍ତି ।

author img

By

Published : Jul 27, 2020, 3:07 PM IST

Updated : Jul 27, 2020, 5:59 PM IST

thanos promoting handwash
କାନ୍ଥରେ ଥାନୋସଙ୍କ ଚିତ୍ର ଆଙ୍କି କୋରୋନା ସଚେତନତା

ବେଙ୍ଗାଲୁରୁ: କୋରୋନା ଭାଇରସକୁ ନେଇ ସରକାରଙ୍କ ସମେତ ବହୁ କଳାକାର ଲୋକଙ୍କୁ ସଚେତନ କରାଉଛନ୍ତି । ଏହିପରି ଜଣେ ଚିତ୍ରକାର ହଲିଉଡ ଫିଲ୍ମର ବିଭିନ୍ନ ଚରିତ୍ରଙ୍କ ଚିତ୍ର ଆଙ୍କି କୋରୋନା ଭାଇରସ ସମ୍ବନ୍ଧରେ ସଚେତନ କରାଇଛନ୍ତି ।

ବେଙ୍ଗାଲୁରୁର ବାଦଲ ନନଜୁଣ୍ଡାସ୍ବାମୀ ନାମକ ଏହି ଚିତ୍ରକାର କାନ୍ଥରେ ହଲିଉଡ ଫିଲ୍ମ ଚରିତ୍ର ଥାନୋସଙ୍କ ସାବୁନରେ ହାତ ଧୋଇବା ଚିତ୍ର ଆଙ୍କିବା ସହିତ ଟାଇଟନିକ ପୋଜରେ ଜ୍ୟାକ ଏବଂ ରୋଜଙ୍କ ଚିତ୍ର ଆଙ୍କିଛନ୍ତି । ଯେଉଁଥିରେ ସେମାନେ ମାସ୍କ ପିନ୍ଧିଛନ୍ତି ।

ବାଦଲ ନନଜୁଣ୍ଡାସ୍ବାମୀ ସାମାଜିକ ପ୍ରସଙ୍ଗକୁ ନିଜ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶନ କରିବା କ୍ଷେତ୍ରରେ ବେଶ ଜଣାଶୁଣା । ତାଙ୍କର ଏହି କଳା ଲୋକଙ୍କୁ ବେଶ ପ୍ରୋତ୍ସାହିତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 27, 2020, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.