ETV Bharat / bharat

ରିୟାଜ ନାଇକୁ ନିହତ ପରେ ଘାଟିରେ ଶାନ୍ତି ପାଇଁ ଅପିଲ କଲେ ଓମାର

ହିଜବୁଲ ମୁଜାହିଦ୍ଦିନ ମୋଷ୍ଟ ୱାଣ୍ଟେଡ ନେତା ତଥା ଜାମ୍ମୁ କାଶ୍ମୀର କମାଣ୍ଡର ରିୟାଜ ନାଇକୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି । ଏହାପରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘାଟିବାସୀଙ୍କୁ ନିବେଦନ କରିଛନ୍ତି । ଆତଙ୍କୀକୁ ନେଇ କୌଣସି ପ୍ରକାର ହିଂସା ଓ ପ୍ରଦର୍ଶନ ନକରିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

Omar Abdullah
Omar Abdullah
author img

By

Published : May 6, 2020, 8:36 PM IST

ଶ୍ରୀନଗର: ହିଜବୁଲ ମୁଜାହିଦ୍ଦିନ ମୋଷ୍ଟ ୱାଣ୍ଟେଡ ନେତା ତଥା ଜାମ୍ମୁ କାଶ୍ମୀର କମାଣ୍ଡର ରିୟାଜ ନାଇକୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି । ଏହାପରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘାଟିବାସୀଙ୍କୁ ନିବେଦନ କରିଛନ୍ତି । ଆତଙ୍କୀକୁ ନେଇ କୌଣସି ପ୍ରକାର ହିଂସା ଓ ପ୍ରଦର୍ଶନ ନକରିବାକୁ ଅନୁରୋଧ କରିଛନ୍ତି । ଟ୍ବିଟ କରି ଓମାନ ଏହି ନିବେଦନ କରିଛନ୍ତି ।

@OmarAbdullah
ଫଟୋ ସୌଜନ୍ୟ: ଟ୍ବିଟର@OmarAbdullah

ଓମାର ଲେଖିଛନ୍ତି, ରିୟାଜ ନାଇକୁର ଭାଗ୍ୟ ସେ ଦିନ ନିର୍ଦ୍ଧାରଣ ହୋଇଯାଇଥିଲା ଯେଉଁଦିନ ସେ ବନ୍ଧୁକ ଉଠାଇବା ,ହିଂସା ଏବଂ ଆତଙ୍କବାଦର ପଥ ଗ୍ରହଣ କରିଥିଲା । ତାର ମୃତ୍ୟୁ ପରେ ହିଂସା ଏବଂ ବିରୋଧ ପ୍ରଦର୍ଶନ କରି ଅଧିକ ଲୋକଙ୍କୁ କ୍ଷତି ପହଞ୍ଚାଇବା ଅନୁଚିତ ବୋଲି ସେ ଟ୍ବିଟ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବୁଧବାର ରିୟାଜ ନାଇକୁର ପୈତୃକ ଗାଁ ପୁଲୱାମା ଜିଲ୍ଲା ବେଗପୋରାରେ ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ସେ ନିହତ ହୋଇଥିଲା। ଏହି ଆତଙ୍କବାଦୀ ମୁଣ୍ଡ ଉପରେ ୧୨ ଲକ୍ଷର ପୁରସ୍କାର ରାଶି ଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.