ETV Bharat / bharat

ପାକିସ୍ତାନରେ ଧର୍ମାନ୍ତରୀକରଣକୁ ପାକିସ୍ତାନୀ ହିନ୍ଦୁ ଓ ଶିଖ୍‌ଙ୍କ ବିରୋଧ

ହିନ୍ଦୁ ଝିଅମାନଙ୍କୁ ବଳ ପୂର୍ବକ ଇସଲାମରେ ପରିବର୍ତ୍ତନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ସେଠାକାର ହିନ୍ଦୁ ଓ ଶିଖ୍ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 13, 2019, 1:37 AM IST

ଜାକୋବାବାଦ: ହିନ୍ଦୁ ଝିଅମାନଙ୍କୁ ବଳ ପୂର୍ବକ ଇସଲାମରେ ପରିବର୍ତ୍ତନ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ସେଠାକାର ହିନ୍ଦୁ ଓ ଶିଖ୍ ।

ଗତ ଜୁନ 29 ତାରିଖରେ ଜଣେ ହିନ୍ଦୁ ଝିଅଙ୍କୁ ତାଙ୍କ ଶିକ୍ଷକ ଧର୍ମ ପରିବର୍ତ୍ତନ କରାଇଥିବା ଅଭିଯୋଗ ହୋଇଥିଲା । ସେହିପରି ଫେବୃଆରୀ ଓ ମାର୍ଚ୍ଚ ମାସରେ ମଧ୍ୟ ଦୁଇ ଭଉଣୀଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ କରାଯାଇଥିବାର ଜଣେ ପାକିସ୍ତାନୀ ହିନ୍ଦୁ ନେତା ଅଭିଯୋଗ କରିଥିଲେ ।

Intro:ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଆଜି ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। 9ଦିନ ମାଉସୀମା ଘରେ ରହି ପୋଡ଼ପିଠା ଖାଇ ବଡ଼ଦେଉଳ ଅଭିମୁଖେ ମହାବାହୁଙ୍କୁ ରଥରେ ବସାଇ ଭକ୍ତମାନେ ଭିଡି ନେଇଛନ୍ତି।

Body:ରେମୁଣା ଇମାମି ନଗରରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରଥରେ ଛେରାପହଁରା କରିଥିଲେ। ଏହାପରେ ରଥରେ ଦୌଡ଼ି ଯୋଖା ଯାଇ ଭକ୍ତମାନେ ମହାପ୍ରଭୁଙ୍କ ରଥ ଭିଡି ନେଇଥିଲେ। ମହାପ୍ରଭୁଙ୍କ ସମ୍ମୁଖରେ ବିଭିନ୍ନ ପ୍ରକାରର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଆସନ୍ତା କାଲି ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Conclusion:ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଛି। ଶନିବାର ଓ ରବିବାର ଦୁଇଦିନ ରଥଟଣା ଅନୁଷ୍ଠିତ ହେବ।
ବାଇଟ- ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.