ETV Bharat / bharat

କର୍ଫ୍ୟୁ କୋହଳ କଲା ହିମାଚଳପ୍ରଦେଶ

ସମଗ୍ର ଦେଶରେ କର୍ଫ୍ୟୁ ଲାଗିଥିବାବେଳେ ହିମାଚଳ ପ୍ରଦେଶ ସରକାର ସାମାନ୍ୟ କୋହଳ କରିଛନ୍ତି ଆଇନ । ଅଧିକ ପଢନ୍ତୁ...

author img

By

Published : Mar 27, 2020, 11:17 PM IST

himachal-pradesh
himachal-pradesh

ସିମଲା: ସମଗ୍ର ଦେଶରେ କର୍ଫ୍ୟୁ ଲାଗିଥିବାବେଳେ ହିମାଚଳ ପ୍ରଦେଶ ସରକାର ସାମାନ୍ୟ କୋହଳ କରିଛନ୍ତି ଆଇନ । ଦିନକୁ 6ରୁ 3 ଘଣ୍ଟା କର୍ଫ୍ୟୁ କୋହଳ କରାଯିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ।

ଗୋଟେପଟେ କୋରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ ସରକାର ନିଜ ସ୍ତରରେ ପ୍ରସ୍ତୁତି ଜାରି ରଖିଛନ୍ତି । ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ସାମଗ୍ରୀ ଜରୁରୀ ପଡ଼ିଥିବାବେଳେ ଏଥପାଇଁ କର୍ପ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.