ETV Bharat / bharat

ଧର୍ମଶାଳାରେ ପାଳନ ହେଲା ଦଲାଇଲାମାଙ୍କ ଜନ୍ମ ଦିବସ

84 ବର୍ଷରେ ପାଦ ଦେଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା । ତାଙ୍କ ଜନ୍ମଦିବସକୁ ଧର୍ମଶାଳାର ମୁଖ୍ୟମନ୍ଦିରରେ ଖୁବ ଧୁମଧାମ ସହକାରେ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 6, 2019, 4:54 PM IST

ନୂଆଦିଲ୍ଲୀ: 84 ବର୍ଷରେ ପାଦ ଦେଲେ ବୌଦ୍ଧ ଧର୍ମଗୁରୁ ଦଲାଇଲାମା । ତାଙ୍କ ଜନ୍ମ ଦିବସକୁ ହିମାଚଳ ପ୍ରଦେଶ ଧର୍ମଶାଳାର ମୁଖ୍ୟମନ୍ଦିରରେ ଖୁବ ଧୁମଧାମ ସହକାରେ ପାଳନ କରାଯାଇଛି । ଧର୍ମଗୁରୁଙ୍କ ଜନ୍ମଦିବସରେ 100ରୁ ଊର୍ଦ୍ଧ୍ବ ତିବ୍ଦତୀୟବାସୀ ପାରମ୍ପରିକ ପୋଷାକ ପରିଧାନ କରି ଜନ୍ମ ଦିବସ ପାଳିଛନ୍ତି ।

ତେବେ ଦଲାଇଲାମାଙ୍କୁ ତୀବ୍ଦତର ଜନସାଧାରଣ ଜୀବନ୍ତ ଦେବତା ଭାବେ ପୂଜା କରନ୍ତି । ଆଜି ତାଙ୍କ ଜନ୍ମ ଦିବସରେ ସମସ୍ତେ ଏକତ୍ରିତ ହୋଇ ତାଙ୍କ ପୂଜା କରିବା ସହ ଆଶୀର୍ବାଦ ନେଇଛନ୍ତି । ତେବେ ତୀବ୍ଦତ ଜନସାଧାରଣଙ୍କୁ ଦୀର୍ଘ ଦିନ ଧରି ଭାରତ ସୁରକ୍ଷା ଦେଇଥିବାରୁ ଏହି ଅବସରରେ ସେମାନେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଖବର ଅନୁଯାୟୀ, ଜୁଲାଇ 6 ତାରିଖ 1935 ମସିହାରେ ଦଲାଇଲାମା ଅରୂଣାଚଳ ପ୍ରଦେଶର ତାଇଓ୍ବାନ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ 13 ତମ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରର ମୋହ ମାୟା ତ୍ୟାଗ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.