ETV Bharat / bharat

ଦେଶର ପ୍ରଥମ ରାଜ୍ୟ ଭାବରେ ହିମାଚଳ ପ୍ରଦେଶରେ ସବୁ ଘରେ ଏଲପିଜି କନେକ୍ସନ

author img

By

Published : Dec 28, 2019, 12:50 AM IST

ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବରେ ଏକ ବଡ ଉପଲବ୍ଧି ହାସଲ କରିଛି । ରାଜ୍ୟର ଶତପ୍ରତିଶତ ଘରେ ଏଲପିଜି ସଂଯୋଗ କରାଯାଇଛି । ଅଧିକ ପଢନ୍ତୁ...

himachal be a first state who gives evey home lpg connection
ଫାଇଲ ଫଟୋ

ସିମ୍‌ଲା: ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବରେ ଏକ ବଡ ଉପଲବ୍ଧି ହାସଲ କରିଛି । ରାଜ୍ୟର ଶତପ୍ରତିଶତ ଘରେ ଏଲପିଜି ସଂଯୋଗ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ବିଜେପି ସରକାର ଦୁଇ ବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ସିମଲାରେ ଏନେଇ ଘୋଷଣା କରିଛନ୍ତି । ଅମିତ ଶାହ ରୀତା, ମିନା ଓ ଧର୍ମାବତୀଙ୍କୁ ଗ୍ୟାସ କନେକ୍ସନ ପ୍ରଦାନ କରିଛନ୍ତି ।

ରାଜ୍ୟରେ ଗୃହିଣୀ ସୁବିଧା ଯୋଜନା ଅନୁଯାୟୀ 2.64 ଲକ୍ଷ ମାଗଣା ରୋଷେଇ ଗ୍ୟାସ ସଂଯୋଗ କରାଯାଇଛି । ଦେଶର ସମସ୍ତ ଘରକୁ ଧୂଆଁମୁକ୍ତ କରିବା ସହ ପରିବେଶ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ମହିଳାମାନେ ସୁଲଭ ମୂଲ୍ୟରେ ଗ୍ୟାସ ବ୍ୟବହାର କରିପାରୁଛନ୍ତି ।

ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତି ଘରେ ଏଲ୍‌ପିଜି ସଂଯୋଗ ହେବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.