ETV Bharat / bharat

ଦିନକ ପରେ ନିର୍ବାଚନ, ଜାଣନ୍ତୁ ପ୍ରଥମ ପାଳିରେ କିଏ ଦେବେ ଭୋଟ ? - First phase polling

ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରାଜନେତା । ଆସନ୍ତା ଏପ୍ରିଲ 11ରେ ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଦେବ ଭାରତ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ଆସନ୍ତୁ ଜାଣିବା ପ୍ରଥମ ପର୍ଯ୍ୟାୟରେ କେଉଁ ରାଜ୍ୟ ଦେବ ଭୋଟ ।

ଫାଇଲ ଫଟୋ
author img

By

Published : Apr 9, 2019, 8:51 PM IST

ନୂଆଦିଲ୍ଲୀ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ । ଅନ୍ତିମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ରାଜନେତା । ଆସନ୍ତା ଏପ୍ରିଲ 11ରେ ଲୋକସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଦେବ ଭାରତ । ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ । ତେବେ ଆସନ୍ତୁ ଜାଣିବା ପ୍ରଥମ ପର୍ଯ୍ୟାୟରେ କେଉଁ ରାଜ୍ୟ ଦେବ ଭୋଟ ।

ପ୍ରଥମ ପର୍ଯ୍ୟାୟରେ 18 ରାଜ୍ୟର 89 ଆସନ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦୁଇଟି ସିଟରେ ହେବ ମତଦାନ । ଓଡିଶାର 4, ଆନ୍ଧ୍ର ପ୍ରଦେଶର 25, ଅରୁଣାଚଳ ପ୍ରଦେଶର 2, ଆସାମର 5, ବିହାରର 4, ମହାରାଷ୍ଟ୍ରର 7, ଛତିଶଗଡର ଗୋଟିଏ, ଜମ୍ମୁ କଶ୍ମୀରର 2, ମଣିପୁରର ଗୋଟିଏ, ମେଘାଳୟର 2, ମିଜୋରାମର ଗୋଟିଏ, ନାଗାଲାଣ୍ଡର ଗୋଟିଏ ଏବଂ ସିକିମର ଗୋଟିଏ ସିଟ ପାଇଁ ମତଦାନ ହେବ ।

ତେଲଙ୍ଗାନାର 17, ତ୍ରିପୁରାର ଗୋଟିଏ, ଉତ୍ତର ପ୍ରଦେଶର 8, ଉତ୍ତରାଖଣ୍ଡର 5, ପଶ୍ଚିମବଙ୍ଗର 2, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର ଗୋଟିଏ ଓ ଲାକ୍ଷାଦ୍ବୀପର ଗୋଟିଏ ଆସନ ପାଇଁ ଭୋଟ ସଂଗ୍ରହ ହେବ । ସେପଟେ ଓଡିଶାର 28, ସିକିମର 32, ଅରୁଣାଚଳ ପ୍ରଦେଶର 60 ଓ ଆନ୍ଧ୍ର ପ୍ରଦେଶର 175 ବିଧାନସଭା ସିଟ ପାଇଁ ହେବ ଭୋଟ ଗ୍ରହଣ ।

Intro:Body:

ଦିନକ ପରେ ନିର୍ବାଚନ, ଜାଣନ୍ତୁ ପ୍ରଥମ ପାଳିରେ କିଏ ଦେବେ ଭୋଟ ?

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.