ETV Bharat / bharat

ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ - Mumbai

କାଚୁଛି ବର୍ଷା। ଅସ୍ତବ୍ୟସ୍ତ ମୁମ୍ବାଇବାସୀ। ଜଳରେ ଉବୁଟୁବୁ ଏହି ମାୟାନଗରୀରେ ଅଣନିଶ୍ବାସୀ ହୋଇଗଲେଣି ବାସିନ୍ଦା।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 4, 2019, 3:14 PM IST

ମହାରାଷ୍ଟ୍ର: କାଚୁଛି ବର୍ଷା। ଅସ୍ତବ୍ୟସ୍ତ ମୁମ୍ବାଇବାସୀ। ଜଳରେ ଉବୁଟୁବୁ ଏହି ମାୟାନଗରୀରେ ଅଣନିଶ୍ବାସୀ ହୋଇଗଲେଣି ବାସିନ୍ଦା। ଅବିରତ ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଁଏ ପାଣି ଜମା ହୋଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସାଧାରଣ ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜକୁ ଆଜି ସରକାରୀ ଛୁଟି ଘୋଷଣା କରାଯାଇଛି। ତେବେ ବର୍ଷାରେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଥାନେ ଓ ନଭି ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 100 ଏମଏମ ବର୍ଷାଜଳ ରେକର୍ଡ କରାଯାଇଛି।

ଖବର ଅନୁଯାୟୀ, ଚାରିଆଡେ ଜଳମଗ୍ନ ହୋଇଥିବାରୁ ଯାତାୟତ ଓ ରେଳଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି। ଏହାସହ ଅନେକ ସ୍ଥାନରେ ଗତକାଲିଠୁ ଲାଗିରହିଛି ବର୍ଷା। ଏହି ବର୍ଷା ଆଗାମୀ 3 ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Intro:कुर्ला एलबीएस मार्ग पाणी साचल्याचे व्हिज्युअल Body:।Conclusion:।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.