ETV Bharat / bharat

ପ୍ରବଳ ବର୍ଷା ଯୋଗୁଁ ଭୁସ୍ଖଳନ, ଯାତାୟତ ଠପ - ଭୁସ୍ଖଳନ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହୋଇଥିବା ବେଲେ ଯାତାୟତ ପୂରା ଠପ ହୋଇପଡ଼ିଛି । ସେପଟେ ରାସ୍ତା ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ@ANI
author img

By

Published : Aug 17, 2019, 10:50 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ ଜାରି ରହିଛି । ଏହି କାରଣରୁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ଜଣାପଡ଼ିଛି । ତେବେ ଗଙ୍ଗୋତ୍ରୀ ରାଜପଥରେ ଅଧିକାଂଶ ସ୍ଥାନରେ ଭୁସ୍ଖଳନ ହୋଇ ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ଠପ ହୋଇପଡିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ ବିଭିନ୍ନ ପାହାଡ଼ିଆ ଅଞ୍ଚଳ ଦେଇ ଏହି ରାଜପଥ ଯାଇଛି । ପ୍ରବଳ ବର୍ଷା କାରଣରୁ ପାହାଡ଼ରୁ ପଥର ଧସି ରାସ୍ତାରେ ପଡ଼ି ରହିଛି । ଫଳରେ ରାସ୍ତା ଅବରୋଧ ହୋଇଥିବା ଜଣାପଡ଼ିଛି । ଅବରୋଧ କାରଣରୁ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଛି ।

ସେପଟେ ବର୍ଡର ରୋଡ଼ ଅର୍ଗାନାଇଜେସନ (ବିଆରଓ) ରାସ୍ତା ସଫେଇ କାମ ଆରମ୍ଭ କରିଦେଇଛି । ଏହି ସଫେଇ କାମରେ ବିଭିନ୍ନ ସ୍ଥାନରେ ପାଖାପାଖି 30 ଜଣ କର୍ମଚାରୀ ଓ ବିଭିନ୍ନ ଡ୍ରୋଜର ଲାଗିଥିବା ଜଣାପଡିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.