ETV Bharat / bharat

CAA ହିଂସା: ଜାଫରାବାଦରେ ବହୁଳ ମାତ୍ରାରେ ପୋଲିସକର୍ମୀ ନିୟୋଜିତ - CAA ହିଂସା

ଦିଲ୍ଲୀର ଜାଫରାବାଦରେ ସିଏଏ ହିଂସା । ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁଳ ମାତ୍ରାରେ ପୋଲିସକର୍ମୀ ନିୟୋଜିତ । ଅଧିକ ପଢନ୍ତୁ...

CAA  ହିଂସା: ଜାଫରାବାଦରେ ପ୍ରବଳ ପୋଲିସକର୍ମୀ ନିୟୋଜିତ

author img

By

Published : Feb 25, 2020, 10:52 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ ହିଂସାର ରୂପ ନେଇଛି । ଜାଫରାବାଦରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ସ୍ଥିତି ଅଣାୟତ ରହିଛି । ପ୍ରଦର୍ଶନକାରୀଙ୍କ ବିରୋଧକୁ ଦେଖି ଜାଫରାବାଦ ଅଞ୍ଚଳରେ ବହୁଳ ମାତ୍ରାରେ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି ।

CAA ହିଂସା: ଜାଫରାବାଦରେ ପ୍ରବଳ ପୋଲିସକର୍ମୀ ନିୟୋଜିତ

ଜାଫରାବାଦରେ ମଙ୍ଗଳବାର ହିଂସା ଉଗ୍ର ରୂପ ଧାରଣ କରିଥିଲା । ବର୍ତ୍ତମାନ ବି ପ୍ରଦର୍ଶନକାରୀ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜାଫରାବାଦରେ ପ୍ରବଳ ପୋଲିସକର୍ମୀଙ୍କୁ ନିୟୋଜିତ କରାଯାଇଛି । ଯୁଗ୍ମ ପୋଲିସ କମିଶନର ଆଲୋକ କୁମାର ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରୁଛନ୍ତି । ପ୍ରଦର୍ଶନକାରୀଙ୍କୁ ହିଂସା ନକରିବାକୁ ଅପିଲ କରାଯାଉଛି ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା 13 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି 100ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.