ETV Bharat / bharat

ଇତିହାସରେ ପ୍ରଥମ, ହାର୍ଟ ଟ୍ରାନ୍ସପୋର୍ଟ କଲା ହାଇଦ୍ରାବାଦ ମେଟ୍ରୋ

author img

By

Published : Feb 2, 2021, 8:33 PM IST

ଇତିହାସରେ ପ୍ରଥମ ଥର ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ କରାଗଲା ଗ୍ରୀନ କରିଡର । ରାସ୍ତାରେ ଟ୍ରାଫିକ ଜାମକୁ ଏଡାଇବା ପାଇଁ ହାର୍ଟ ଟ୍ରାନ୍ସପୋର୍ଟ କଲା ମେଟ୍ରୋ ।

ଇତିହାସରେ ପ୍ରଥମ, ହାଇଦ୍ରାବାଦ ମେଟ୍ରୋରେ ସ୍ଥାନାନ୍ତର ହେଲା ହାର୍ଟ

ହାଇଦ୍ରାବାଦ: ସମୟ ଅପରାହ୍ନ 3ଟା 30 । ହୃତପିଣ୍ଡ ନେଇ ଟ୍ରାକରେ ଗଡିଲା ହାଇଦ୍ରାବାଦ ମେଟ୍ରୋ । ଇତିହାସରେ ପ୍ରଥମ ଥର ହାର୍ଟ ଟ୍ରାନ୍ସପୋର୍ଟ ପାଇଁ ହାଇଦ୍ରାବାଦ ମେଟ୍ରୋକୁ କରାଗଲା ଗ୍ରୀନ କରିଡର । ରାସ୍ତାରେ ଟ୍ରାଫିକ ଜାମକୁ ଏଡାଇବା ପାଇଁ ହାର୍ଟ ଟ୍ରାନ୍ସପୋର୍ଟ କଲା ମେଟ୍ରୋ ।

ହାଇଦ୍ରାବାଦ ଏଲବିନଗର ସ୍ଥିତ କାମିନେନୀ ହସ୍ପିଟାଲରେ ଚିକିତ୍ସିତ ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାର 45 ବର୍ଷୀୟ ନର୍ସି ରେଡ୍ଡୀଙ୍କୁ କରାଯାଇଥିଲା ବ୍ରେନଡେଡ ଘୋଷଣା । ଅଙ୍ଗଦାନ ପାଇଁ ଆଗେଇ ଆସିଥିଲେ ନର୍ସିଙ୍କ ପରିବାର ଲୋକେ । ଏହାପରେ ତାଙ୍କ ଶରୀରର ହୃତପିଣ୍ଡକୁ ଜୁବଲି ହିଲ ଆପୋଲ ହସ୍ପିଟାଲରେ ଚିକିତ୍ସିତ ଜଣେ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରିବାକୁ ଆରମ୍ଭ ହୋଇଥିଲା ମିଶନ୍ ।

ସଡକମାର୍ଗରେ 20 କିଲୋମିଟରର ଏହି ରାସ୍ତା ଦେଇ ଗଲେ ଲାଗିଥାଏ ଘଣ୍ଟାଏ ସମୟ । ଏଥିପାଇଁ ନାଗଲ ମେଟ୍ରୋ ଷ୍ଟେସନରୁ ଜୁବଲିହିଲ ଚେକପୋଷ୍ଟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମେଟ୍ରୋଲାଇନକୁ କରାଯାଇଥିଲା ଗ୍ରୀନ କରିଡର । ନାଗଲ ମେଟ୍ରୋ ଷ୍ଟେସନରୁ ଜୁବଲିହିଲ 21 କିଲୋମିଟରର ଯାତ୍ରା ପାଇଁ ଟ୍ରେନକୁ ଲାଗିଥିଲା ମାତ୍ର 30 ମିନିଟ ସମୟ । ଆଉ ଶେଷରେ ଡାକ୍ତରୀ ଟିମ ହାର୍ଟ ନେଇ ସଫଳତାର ସହ କରିଛନ୍ତି ପ୍ରତିରୋପଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.