ETV Bharat / bharat

ନିର୍ଭୟା ମାମଲା: ଆଜି ହେବ ପବନର ଫୈସଲା

author img

By

Published : Dec 19, 2019, 12:05 PM IST

ନିର୍ଭୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ଆଜି ହିଁ ହେବ ।

Nirbhaya gang rape accused
ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପବନ କୁମାର ଗୁପ୍ତା ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି ଆଜି ହିଁ ହେବ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣିକୁ ଆସନ୍ତା ଜାନୁୟାରୀ ୨୪ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଏବେ ନିଜ ନିଷ୍ପତ୍ତି ବଦଳାଇଛନ୍ତି କୋର୍ଟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହା ପୂର୍ବରୁ ଗୁରୁବାର ପବନ କୁମାରର ଆବେଦନ ଉପରେ ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଶୁଣାଣି ସମୟରେ ପବନର ଓକିଲ ଏପି ସିଂହ ନୂଆ ଦସ୍ତାବିଜ ଉପସ୍ଥାପନା କରିବା ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ । ଫଳରେ କୋର୍ଟ ଏହାର ଶୁଣାଣି ଘୁଞ୍ଚାଇ ଦେଇଥିଲେ । କିନ୍ତୁ ପୀଡିତାଙ୍କ ଓକିଲ ବିରୋଧ କରିବାରୁ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି କୋର୍ଟ ।

ପବନ କୁମାର ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ଦେବାକୁ ଦାବି କରିଥିଲେ।

Intro:नई दिल्ली। दिल्ली हाईकोर्ट ने निर्भया गैंगरेप और हत्या के एक दोषी पवन की याचिका पर आज सुनवाई टाल दी है। पवन के वकील एपी सिंह ने आज कोर्ट से सुनवाई टालने की मांग की और कहा कि उन्हें कुछ और दस्तावेज जमा कराने हैं। उसके बाद कोर्ट ने 24 जनवरी को अगली सुनवाई करने का आदेश दिया।

Body:उम्र की जांच के लिए उसका मेडिकल परीक्षण नहीं कराया गया
पवन की याचिका में कहा गया है कि दिसंबर 2012 में घटना के वक़्त वो नाबलिग था। याचिका में कहा गया है कि उम्र की जांच के लिए उसका मेडिकल परीक्षण नहीं कराया गया। उसे जुवेनाइल जस्टिस एक्ट के तहत संदेह का लाभ दिया जाना चाहिए । 
सभी दोषियों को नोटिस जारी करने का निर्देश
आपको बता दें कि पिछले 18 दिसंबर को पटियाला हाउस कोर्ट ने इस घटना के चारों दोषियों को तुरंत फांसी देने के मामले पर सुनवाई की थी। पटियाला हाउस कोर्ट ने तिहाड़ जेल प्रशासन को निर्देश दिया था कि वो सभी दोषियों को नोटिस जारी कर एक सप्ताह में पूछे कि वो कौन सा कानूनी विकल्प अपनाना चाहते हैं। दोषियों के पास सुप्रीम कोर्ट में क्युरेटिव पिटीशन या राष्ट्रपति के समक्ष दया याचिका दायर करने का कानूनी विकल्प मौजूद है।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.