ETV Bharat / bharat

ଆଜି ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ଶୁଣାଣି

author img

By

Published : Jan 4, 2021, 9:33 AM IST

Updated : Jan 4, 2021, 10:40 AM IST

ମଥୁରା କୃଷ୍ଣ ଜନ୍ମଭୂମି ମାଲିକାନା ଅଧିକାର ଓ ମନ୍ଦିର ପରିସରକୁ ମସଜିଦ ମୁକ୍ତ ଆବେଦନ ଉପରେ ଆଜି ସିନିୟର ଡିଭିଜନ ସିଭିଲ ଜଜରେ ଶୁଣାଣି କରାଯିବ । ଅଧିକ ପଢନ୍ତୁ...

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ଉପରେ ଆଜି ଶୁଣାଣି

ଲକ୍ଷ୍ନୌ: ମଥୁରା କୃଷ୍ଣ ଜନ୍ମଭୂମି ମାଲିକାନା ଅଧିକାର ଓ ମନ୍ଦିର ପରିସରକୁ ମସଜିଦ ମୁକ୍ତ ଆବେଦନ ଉପରେ ଆଜି ସିନିୟର ଡିଭିଜନ ସିଭିଲ ଜଜ ଶୁଣାଣି କରାଯିବ । ହିନ୍ଦୁ ସେନା ମୁଖ୍ୟ ମୁଖ୍ୟ ସଙ୍ଗଠନ ଡିସେମ୍ବର 22 ରେ ଭଗବାନ ଶ୍ରୀକୃଷ୍ଣର ବଂଶଜ ଦର୍ଶାଇ 29 ଶହ ପୃଷ୍ଠା ସମ୍ବଳିତ ପୃଷ୍ଠା ଯାଚିକା ଦାୟର କରିଥିଲେ ।

ଶ୍ରୀକୃଷ୍ଣ ଜନ୍ମଭୂମି ମାଲାକାନା ହକ୍‌ ଓ ପରସରକୁ ମସଜିଦ ମୁକ୍ତ କରିବାକୁ ଲକ୍ଷ୍ମୌ ନିବାସୀ ମନୀଷ ଯାଦବ ଭଗବାନ ଶ୍ରୀକୃଷ୍ଣଙ୍କ ବଂଶଜ ଦର୍ଶାଇ ମଥୁରା ସିନିୟର ଡିଭିଜନ ସିଭିଲ ଜଜ କୋର୍ଟରେ ପିଟିସିନ ଦାୟର କରିଥିଲେ । ଏହି ଆବେଦନରେ ସୁନ୍ନି ୱାକ ଅଫ୍ ବୋର୍ଡ, ଶାହି ଇଦଗାହ କମିଟି, ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସନ୍ଥାନ ଏବଂ ଶ୍ରୀକୃଷ୍ଣ ସେବା ଟ୍ରଷ୍ଟ ପକ୍ଷଭୁକ୍ତ ହୋଇଛନ୍ତି ।

12 ଅକ୍ଟୋବର 1968 ମସିହାରେ କଟରା କେଶବ ଦେବ ମନ୍ଦିରର ଜମି ବୁଝାମଣା ଶ୍ରୀକୃଷ୍ଣ ଜନ୍ମସ୍ଥାନ ସୋସାଇଟି ଦ୍ବାରା କରାଯାଇଥିଲା । ଜୁଲାଇ 20 1973ରେ ଏହି ଜମି ବିକ୍ରି କରି ଦିଆଯାଇଥିଲା । ଏହି ବିକ୍ରିକୁ ରଦ୍ଦ କରିବାକୁ ଦାବି କରି ସିନିୟର ଡିଭିଜନ ସିଭିଲ ଜଜ କୋର୍ଟରେ ମାମଲା ଦାୟର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2021, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.