ନୂଆଦିଲ୍ଲୀ: ମହାମାରୀ କୋରୋନା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି । ସାରା ଦେଶ ବର୍ତ୍ତମାନ ମଧ୍ୟ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ରହିଛି । କିଛି କମ୍ପାନୀରେ କର୍ମଚାରୀଙ୍କ ଛଟେଇ ହେଉଥିବା ବେଳେ ଆଉ କିଛି ଦରମା କାଟୁଛନ୍ତି । କିନ୍ତୁ ଏଚସିଏଲ କମ୍ପାନୀ କର୍ମଚାରୀଙ୍କୁ ଦେଇଛି ସଠିକ ଦରମା ଆଉ ତାସହ ବୋନସ ମଧ୍ୟ ।
ଏହାସହ ଆହୁରି ନୂତନ ନିଯୁକ୍ତି ପ୍ରଦାନ କରି ବର୍ତ୍ତମାନର ସ୍ଥିତିରେ ଚର୍ଚ୍ଚିତ ହୋଇଛି । ପୂର୍ବରୁ ଦେଶର ଅଗ୍ରଣୀ କମ୍ପାନୀ ଏସିଆନ ପେଣ୍ଟ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ ଘୋଷଣା କରିଥିବା ବେଳେ ଏଚସିଏଲ
ଦେଶର ତୃତୀୟ ବୃହତମ ସଫ୍ଟୱେର କମ୍ପାନୀ ଏଚସିଏଲ ପୂର୍ବରୁ ପ୍ରାୟ 15 ହଜାର ଜଣଙ୍କୁ ନିଯୁକ୍ତି ଦେଇଥିଲା ।