ETV Bharat / bharat

କୋଭିଡ ସ୍ଥିତି ନେଇ 9ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ହର୍ଷବର୍ଦ୍ଧନଙ୍କ ଆଲୋଚନା - Harsh Vardhan virtually meets Health Ministers

କୋଭିଡ-19 ସ୍ଥିତିର ସମୀକ୍ଷା ଏବଂ କୋଭିଡ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନଙ୍କ ବୈଠକ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ହର୍ଷବର୍ଦ୍ଧନଙ୍କ ଆଲୋଚନା

author img

By

Published : Nov 9, 2020, 2:05 PM IST

ନୂଆଦିଲ୍ଲୀ: କୋଭିଡ-19 ସ୍ଥିତିର ସମୀକ୍ଷା ଏବଂ କୋଭିଡ ନିୟମ ପାଳନକୁ ପ୍ରୋତ୍ସାହିତ କରିବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନଙ୍କ ବୈଠକ । 9ଟି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ହର୍ଷବର୍ଦ୍ଧନ। ଏହି ବୈଠକରେ ରାଜ୍ୟମାନେ ସେମାନଙ୍କର କୋଭିଡ ରଣନୀତି ଉପସ୍ଥାପନ କରିଛନ୍ତି। କେତେକ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ-19 ର ବୃଦ୍ଧି ମାମଲା ପରେ ଏହି ବୈଠକ ଅନୁଷ୍ଠିତ ହେଇଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ପୁନରୁଦ୍ଧାର ହୋଇଥିବା 79 ପ୍ରତିଶତ ମାମଲା 10ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ତେବେ ଦେଶରେ କୋଭିଡ-19 ପଜିଟିଭ୍ ହାର କମିଥିବା ବେଳେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ୍ ପରୀକ୍ଷା କିନ୍ତୁ ଜାରି ରହିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.