ETV Bharat / bharat

ହରିୟାଣା କ୍ୟାବିନେଟ ସଂପ୍ରସାରଣ

ହରିୟାଣା ମୁଖ୍ୟମନ୍ତ୍ରୀ ଆଜି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ମୋଟ 11ଜଣଙ୍କ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

author img

By

Published : Nov 14, 2019, 3:12 PM IST

ହରିୟାଣା କ୍ୟାବିନେଟ ସଂପ୍ରସାରଣ

ଚଣ୍ଡିଗଡ: ହରିୟାଣା ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବାର ପ୍ରାୟ 18 ଦିନ ପରେ ମୁଖ୍ୟମନ୍ତ୍ରୀ ମନହୋର ଲାଲ ଖଟ୍ଟର ଆଜି ତାଙ୍କ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟପାଳ ସମସ୍ତ ନୂତନ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଶପଥ ଗ୍ରହଣ କରିଥିବା ପ୍ରମୁଖ ମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଅନିଲ ବିଜ, କନୱର ପାଲ, ସନ୍ଦୀପ ସିଂଓ ଅନ୍ୟ 7ଜଣ । ଆଜି ମୋଟ 11ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ବେଳେ ବିଜେପିର ଟାଣୁଆ ନେତା ତଥା ପୁରୁଖା ଅନିଲ ବିଜଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.