ETV Bharat / bharat

ଆଉ ବେରୋଜଗାର ନାହାନ୍ତି ହାର୍ଦ୍ଦିକ

author img

By

Published : Apr 18, 2019, 10:34 PM IST

ଏବେ ଆଉ ବେରାଜଗାର ନାହାନ୍ତି ହାର୍ଦ୍ଦିକ ପଟେଲ । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ସେ ଟ୍ବିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ‘ବେରାଜଗାର’ ଶବ୍ଦକୁ ହଟାଇ ଦେଇଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ ବେରାଜଗାର ନାହାନ୍ତି କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଗୁରୁବାର ସେ ଟ୍ବିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ‘ବେରାଜଗାର’ ଶବ୍ଦକୁ ହଟାଇ ଦେଇଛନ୍ତି ।

hardik patel
ଫଟୋ ସୌଜନ୍ୟ- ଟ୍ବିଟର

ପ୍ରକାଶ ଥାଉ ଯେ, ମାର୍ଚ୍ଚ 12ରେ ପୂର୍ବତନ ପଟିଦାର ନେତା ହାର୍ଦ୍ଦିକ ପଟେଲ ହାତ ଧରିଥିଲେ । ଏହାର କିଛି ଦିନ ପରେ ମୋଦି ସରକାରଙ୍କ ଚୌକିଦାର ଅଭିଯାନ ଚାଲିଥିଲା । ଏହାକୁ ତାତ୍ସଲ୍ୟ କରି ଦେଶରେ ବଢୁଥିବା ବେରାଜଗାରକୁ ଆକ୍ଷେପ କରି ନିଜ ଟ୍ବିଟର ଆକାଉଣ୍ଟର ନାମକୁ ପରିବର୍ତ୍ତନ କରି 'ବେରୋଜଗାର ହାର୍ଦ୍ଦିକ ପଟେଲ' କରିଥିଲେ । ତେବେ ଚାର୍ଟାଡ ହେଲିକପ୍ଟରରେ ହାର୍ଦ୍ଦିଙ୍କ ବୁଲିବା ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ତାଙ୍କ ଆୟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

hardik patel
ଫଟୋ ସୌଜନ୍ୟ- ଟ୍ବିଟର

ବେରାଜଗାର ହୋଇ ମଧ୍ୟ ଜଣେ ଏତେ ଭଲ ଜୀବନ ଶୈଲୀ ବିତାଇପାରୁଛନ୍ତି କହି ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଥିଲା । ଏହା ପରେ ସେ ଟ୍ବିଟରେ ଥିବା ତାଙ୍କ ଆକାଉଣ୍ଟ ନାମକୁ ପରିବର୍ତ୍ତନ କରିଛନ୍ତି ।

hardik patel
ଫଟୋ ସୌଜନ୍ୟ- ଟ୍ବିଟର

ବୁଧବାର କଂଗ୍ରେସ ଷ୍ଟାର ପ୍ରଚାରକ ଭାବେ ହାର୍ଦ୍ଦିକ ହେଲିକପ୍ଟରରେ ବସି ନିର୍ବାଚନୀ ପ୍ରଚାର କରୁଥିଲେ । ଏ ସମ୍ବନ୍ଧୀୟ ବହୁ ଭିଡିଓ ଏବଂ ଫଟୋ ଭାଇରାଲ ମଧ୍ୟ ହୋଇଥିଲା । ଏ ନେଇ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମଧ୍ୟ ଅଧିକ ଆଲୋଚନା କରିଛନ୍ତି । ହାର୍ଦ୍ଦିଙ୍କୁ କଟାକ୍ଷ କରିବା ସହ ଜଣେ ବେରାଜଗାରୀ ହେଲିକପ୍ଟରରେ ବୁଲିପାରୁଛି କହି ତାତ୍ସଲ୍ୟ କରିଥିଲେ ।

Intro:Body:

yt

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.