ETV Bharat / bharat

ନିର୍ଭୟା ମାମଲା: ଫାଶୀ ସୁନିଶ୍ଚିତ, କାଉଣ୍ଟ ଡାଉନ ଆରମ୍ଭ - nirbhaya case latest news

hanging
hanging
author img

By

Published : Mar 20, 2020, 4:04 AM IST

Updated : Mar 20, 2020, 4:31 AM IST

03:39 March 20

ନିର୍ଭୟା ମାମଲା: ଫାଶୀ ସୁନିଶ୍ଚିତ, କାଉଣ୍ଟ ଡାଉନ ଆରମ୍ଭ

  • #WATCH Asha Devi (mother of 2012 Delhi gang-rape victim) to ANI: Finally the convicts will be hanged, the petition in Supreme Court has been dismissed. I would like to thank all the people of the society, especially our daughters & women. pic.twitter.com/9zKGuYKlQM

    — ANI (@ANI) March 19, 2020 " class="align-text-top noRightClick twitterSection" data=" ">

ନୂଆଦିଲ୍ଲୀ: ନିର୍ଭୟା ମାମଲାର  ଦୋଷୀ ପବନ ଗୁପ୍ତାର ଯାଚିକା ଖାରଚ । ଫାଶୀ ପାଇଁ କାଉଣ୍ଟ ଡାଉନ ଆରମ୍ଭ ।  ଏନେଇ ଖୁସି ବ୍ୟକ୍ତ କରିଛନ୍ତି ନିର୍ଭାୟଙ୍କ ମା' ବାପା ।  

ଏପଟେ ତିହାର ଜେଲ ନଂ3ର ଫାଶୀ କୋଠରୀରେ ଷ୍ଟାଫ ମାନେ ପହଞ୍ଚିବା ଆରମ୍ଭ କରି ଦେଲେଣି । ସ୍ଥାନୀୟ ଡିଏମ୍‌ ଓ ଡିଜି କିଛି ସମୟ ପରେ ଏଠାରେ ପହଞ୍ଚିବେ । ଅନ୍ୟ କର୍ମଚାରୀ ଟିମ୍‌ ସହ ପ୍ରସ୍ତୁତି ଆରମ୍ଭ କରିଲେଣି ।      

4 ଦୋଷୀଙ୍କୁ ନିଦରୁ ଉଠେଇବାକୁ କର୍ମଚାରୀ ପହଞ୍ଚି ଜେଲ୍‌ରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Mar 20, 2020, 4:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.