ETV Bharat / bharat

ବିଦେଶୀ ଶିଖିବେ ହିନ୍ଦୀ ଓ ସଂସ୍କୃତ, ଋଷିକେଷରେ ଖୋଲିବ ଗୁରୁକୁଳ - Gurukul will open for foreigners in Parmarth Niketan

ପରମାର୍ଥ ନିକେତନରେ ବିଦେଶୀଙ୍କ ପାଇଁ ଖୋଲିବ ଗୁରୁକୁଳ। ନିଃଶୁଳ୍କରେ ହିନ୍ଦୀ ଓ ସଂସ୍କୃତ ଭାଷା ଶିକ୍ଷା କରିବେ ବିଦେଶୀ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 28, 2019, 11:38 PM IST

ଡେରାଡୁନ: ଉତ୍ତରାଖଣ୍ଡରେ ଥିବା ପରମାର୍ଥ ନିକେତନ ଏବେ ବିଦେଶୀଙ୍କୁ ହିନ୍ଦୀ ଓ ସଂସ୍କୃତ ଶିକ୍ଷା ଦେବା ପାଇଁ ଗୁରୁକୁଳ ଖୋଲିବାକୁ ଯାଉଛି। ନିଃଶୁଳ୍କ ଭାବେ ଏହି ଶିକ୍ଷା ପ୍ରଦାନ କରାଯିବ। ପରମାର୍ଥ ନିକେତନର ପରମାଧ୍ୟକ୍ଷ ସ୍ବାମୀ ଚିଦାନନ୍ଦ ସରସ୍ବତୀ କହିଛନ୍ତି ଯେ, ଚଳିତ ବର୍ଷରୁ ଏହି ଗୁରୁକୁଳର ଶୁଭାରମ୍ଭ କରାଯିବ।

ଭାରତୀୟ ସଂସ୍କୃତି ଓ ଭାଷା ପ୍ରତି ବିଦେଶୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି। ବହୁ ସଂଖ୍ୟାରେ ବିଦେଶୀ ନାଗରିକ ଭାରତ ଆସି ହିନ୍ଦୀ ଓ ସଂସ୍କୃତ ଭାଷା ଶିକ୍ଷା କରିବା ସହ ଭଜନ କୀର୍ତ୍ତନ ମଧ୍ୟ କରୁଛନ୍ତି । ତୀର୍ଥନଗରୀ ଋଷିକେଷକୁ ବିଭିନ୍ନ ସମୟରେ ଅନେକ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହେଉଥିବାର ଦେଖିବାକୁ ମିଳୁଛି। ଆଉ ସେମାନଙ୍କ ଇଚ୍ଛାନୁସାରେ ଉପଯୁକ୍ତ ଭାବେ ଏ ଶିକ୍ଷା ମିଳି ପାରୁନାହିଁ । ସେମାନଙ୍କ ଏହି ଭାଷା ପ୍ରତି ଆଗ୍ରହ ଥିବା ଦେଖି ଅନୁଷ୍ଠାନ ପକ୍ଷରୁ ଗୁରୁକୁଳ ଖୋଲିବା ନେଇ ପଦକ୍ଷେପ ନିଆଯାଇଛି।

ପରମାର୍ଥ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ରୁଦ୍ରପ୍ରୟାଗ, ଋଷିକେଶ ଓ ହରିଦ୍ବାରରେ ସଂସ୍କୃତ ଭାଷାରେ ଗୁରୁକୁଳ ଖୋଲାଯାଇଛି । ଯେଉଁଠି ସମସ୍ତେ ଏହି ଭାଷାରେ ଶିକ୍ଷା ଲାଭ କରୁଛନ୍ତି। ବିଦେଶୀଙ୍କ ପାଇଁ ପରମାର୍ଥ ନିକେତନରେ ବିଶେଷ ଭାବେ ଗୁରୁକୁଳ ଖୋଲାଯିବ । ଯାହାର ଆରମ୍ଭ ଚଳିତବର୍ଷର ଶେଷ ସୁଦ୍ଧା କରାଯିବ।

Intro:Body:

yyy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.