ETV Bharat / bharat

ଜିୟୁଜେସିଇଟି ୨୦୨୦ ଆଡମିଟ୍ କାର୍ଡ ଜାରି - GUJCET 2020 Admit Card

ପ୍ରତିବର୍ଷ ଜିଏସଇବି ଦ୍ୱାରା ଇଂଜିନିୟରିଂ ଓ ଫାର୍ମାସି କୋର୍ସ ପାଇଁ ଗୁଜରାଟ କମନ ଏଂଟ୍ରାନ୍ସ ଟେଷ୍ଟ ବା ଜିୟୁଜେସିଇଟି ପରିଚାଳନା କରାଯାଏ । ଅଗଷ୍ଟ ୧୩ ତାରିଖ ସଂଧ୍ୟା ୬ଟାରୁ ଆଡମିଟ୍ କାର୍ଡ ଜାରି କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିୟୁଜେସିଇଟି ୨୦୨୦ ଆଡମିଟ୍ କାର୍ଡ ଜାରି
ଜିୟୁଜେସିଇଟି ୨୦୨୦ ଆଡମିଟ୍ କାର୍ଡ ଜାରି
author img

By

Published : Aug 13, 2020, 7:39 PM IST

ପ୍ରତିବର୍ଷ ଜିଏସଇବି ଦ୍ୱାରା ଇଂଜିନିୟରିଂ ଓ ଫାର୍ମାସି କୋର୍ସ ପାଇଁ ଗୁଜରାଟ କମନ ଏଂଟ୍ରାନ୍ସ ଟେଷ୍ଟ ବା ଜିୟୁଜେସିଇଟି ପରିଚାଳନା କରାଯାଏ । ଅଗଷ୍ଟ ୧୩ ତାରିଖ ସଂଧ୍ୟା ୬ଟାରୁ ଆଡମିଟ୍ କାର୍ଡ ଜାରି କରାଯାଇଛି । ଆସନ୍ତା ୨୪ ତାରିଖରେ ପ୍ରବେଶିକା ପରୀକ୍ଷା ହେବ । ପରିକ୍ଷାର୍ଥୀମାନେ ଜିୟୁଜେସିଇଟି ଆଡମିଟ୍ କାର୍ଡ ଅଫିସିଆଲ ଜିଏସଇବି ୱେବସାଇଟ୍ ଜିୟୁଜେସିଇଟି ଡଟ୍ ଓଆରଜିରୁ ଡାଉନଲୋଡ୍ କରିପାରିବେ ।

କେମିତି ଜିୟୁଜେସିଇ୍ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ ?

ଜିଏସଇବି, ଜିୟୁଜେସିଇଟି ହଲ୍ ଟିକେଟ ୨୦୨୦ ଅନଲାଇନ ମୋଡ୍‌ରେ ଜାରିକରିଛି । ତେଣୁ ପରିକ୍ଷାର୍ଥୀମାନେ ୱେବସାଇଟ୍ ଓ ଡାଉନଲୋଡିଂ ପ୍ରକ୍ରିୟା ସଂପର୍କରେ ଜାଣିବା ଜରୁରୀ । କଂପ୍ୟୁଟର ଅପରେସନ ସଂପର୍କରେ ଯେଉଁ ପରିକ୍ଷାର୍ଥୀମାନେ ଅବଗତ ନୁହନ୍ତି, ସେମାନେ ନିମ୍ନରେ ଦିଆଯାଇଥିବା ପଦ୍ଧତି ଅନୁସରଣ କରି ଜିୟୁଜେସିଇଟ୍ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।

  • ଜିଏସଇବିର ଅଫିସିଆଲ ୱେବସାଇଟକୁ ଯାଇ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
  • ପରିକ୍ଷାର୍ଥୀମାନେ ସେମାନଙ୍କର ପଂଜୀକତ ଇମେଲ୍ ଆଇଡି ବା ପଂଜୀକୃତ ମୋବାଇଲ୍ ନମ୍ବର ବ୍ୟବହାର କରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
  • ସଠିକ ବିବରଣୀ ଏଂଟର କଲାପରେ ପରିକ୍ଷାର୍ଥୀମାନେ ଜିୟୁଜେସିଇଟ୍ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
  • ଆଡମିଟ୍ କାର୍ଡରେ ଉଲ୍ଲେଖ ଥିବା ବିସ୍ତୃତ ସୂଚନା ମନଧ୍ୟାନ ଦେଇ ପଢନ୍ତୁ ।
  • ଜିୟୁଜେସିଇଟ୍ ଆଡମିଟ୍ କାର୍ଡ ୨୦୨୦ ଡାଉନଲୋଡ୍ କରି ଆଗକୁ ବ୍ୟବହାର ପାଇଁ ପ୍ରିଂଟ୍ ଆଉଟ ବାହାର କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.