ଭୁବନେଶ୍ବର: ‘ଫନି’ ପାଇଁ ସହାୟତାର ହାତ ବଢାଇଲା ଗୁଜୁରାଟ । ଓଡିଶା ଲାଗି 5 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।
‘ଫନି’ ପାଇଁ ଓଡିଶାକୁ ଗୁଜୁରାଟ ଦେଲା 5 କୋଟି - fani
‘ଫନି’ ପାଇଁ ଓଡିଶାକୁ ସହାୟତାର ହାତ ବଢାଇଲା ଗୁଜୁରାଟ ।
![‘ଫନି’ ପାଇଁ ଓଡିଶାକୁ ଗୁଜୁରାଟ ଦେଲା 5 କୋଟି](https://etvbharatimages.akamaized.net/etvbharat/prod-images/768-512-3193086-42-3193086-1557036892859.jpg?imwidth=3840)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@vijayrupanibjp
ଭୁବନେଶ୍ବର: ‘ଫନି’ ପାଇଁ ସହାୟତାର ହାତ ବଢାଇଲା ଗୁଜୁରାଟ । ଓଡିଶା ଲାଗି 5 କୋଟି ଟଙ୍କାର ସହାୟତା ରାଶି ଘୋଷଣା କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ।
Intro:Body:
Conclusion:
gf
Conclusion: