ETV Bharat / bharat

21 ଦିନିଆ ଲକ୍‌ଡାଉନ୍: ଗୃହମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

author img

By

Published : Mar 24, 2020, 10:39 PM IST

କୋଭିଡ-19ର ବ୍ୟାପକତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକ୍ ଡାଉନ୍ ଆହୁରି 21 ଦିନ ପାଇଁ ବୃଦ୍ଧି କରାଯାଇଛି । ଆହୁରୀ 3 ସପ୍ତାହ ପାଇଁ ଦେଶ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ରହିବ । ଅଧିକ ପଢନ୍ତୁ...

guidelines of home ministry
ଗୃହମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଆଜି( ମଙ୍ଗଳବାର) ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ-19ର ବ୍ୟାପକତାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଲକ୍ ଡାଉନ୍ ଆହୁରୀ 21 ଦିନ ପାଇଁ ବୃଦ୍ଧି କରାଯାଇଛି । ଆହୁରି 3 ସପ୍ତାହ ପାଇଁ ଦେଶ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ରହିବ । ଏନେଇ ଗୃହ ମନ୍ତ୍ରଣାଳୟ ଜାରି କରିଛି ନିର୍ଦ୍ଦେଶନାମା ।

guidelines of home ministry
ଗୃହମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଏହି 21 ଦିନ ବନ୍ଦ ରହିବ । ପୋଲିସ, ହୋମଗାର୍ଡ, ଡିଫେନ୍ସ ଓ ଜରୁରୀକାଳିନ ସେବା ଗୁଡିକରେ ଅତି କମ୍ କର୍ମଚାରୀ କାମ କରିବେ ଓ ବାକି ‘ୱାର୍କ ଫ୍ରମ୍ ହୋମ୍’ରେ କାର୍ଯ୍ୟ କରିବେ । ହସ୍ପିଟାଲ, ମେଡିକାଲ ଷ୍ଟୋର, ପ୍ରାଇଭେଟ୍ ମେଡିକାଲ୍ ଆଦି ଖୋଲା ରହିବ ।

guidelines of home ministry
ଗୃହମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

ସ୍ଥଳପଥ, ରେଳପଥ ଓ ଆକାଶପଥ ବନ୍ଦ ରହିବ । ସମସ୍ତ ବ୍ୟାଙ୍କ କର୍ମଚାରୀ ନିଜ ନିଜ ଘରୁ କାମ କରିବେ । ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ । କୌଣସି ଶବଦାହ ସମୟରେ 20ରୁ ଅଧିକ ଲୋକ ସେଠାରେ ଉପସ୍ଥିତ ରହିପାରିବେ ନାହିଁ । ସମସ୍ତ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଏସବୁ ନିୟମ ନ ପାଳନ ହେଲେ ରାଜ୍ୟସରକାରଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛି ।

guidelines of home ministry
ଗୃହମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆଶ୍ବସନା ଦେବା ସହ ସମସ୍ତ ଜରୁରୀ ସେବା ଯୋଗାଇ ଦିଆଯିବା ନେଇ ସୂଚନା ଦେଇଛନ୍ତି ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.