ETV Bharat / bharat

ଶ୍ରୀନଗରର ତେଜରାତି ଦୋକାନରେ ରହିବେ 2 ଡେଲିଭରୀ ବୟ - ଶ୍ରୀନଗରର ଗ୍ରୋସରୀ ଦୋକାନରେ ନିଯୁକ୍ତ ହେବେ ଡେଲିଭରି ବୟ

ଶ୍ରୀନଗରରେ ଥିବା ସମସ୍ତ ଗ୍ରୋସରୀ ଦୋକାନ ଗୁଡିକରେ ଦୁଇ ଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ କରିବାକୁ ଜମ୍ମୁକାଶ୍ମୀର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅଧିକ ପଢନ୍ତୁ...

Grocery stores in Srinagar designate two officials to  delivery items
ଶ୍ରୀନଗରର ଗ୍ରୋସରୀ ଦୋକାନରେ ନିଯୁକ୍ତ ହେବେ ଡେଲିଭରି ବୟ
author img

By

Published : Apr 3, 2020, 8:57 PM IST

ଶ୍ରୀନଗର: ଶ୍ରୀନଗରରେ ଥିବା ସମସ୍ତ ଗ୍ରୋସରୀ ଦୋକାନ ଗୁଡିକରେ ଦୁଇ ଜଣ ଲେଖାଏଁ କର୍ମଚାରୀ ନିଯୁକ୍ତ କରିବାକୁ ଜମ୍ମୁକାଶ୍ମୀର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଦୋକାନୀ ମାନେ ଟେଲିଫୋନରେ ଅର୍ଡର ନେବା ସହ କର୍ମଚାରୀ ମାନଙ୍କ ଦ୍ବାରା 3 କିଲୋମିଟର ମଧ୍ୟରେ ଡେଲିଭରି କରିବେ । ସେହିପରି ଡେଲିଭରି ପାଇଁ ଏକ ନିର୍ଦ୍ଦିଷ୍ଟ ଡେଲିଭରି ଚାର୍ଜ ରଖିବାକୁ ସରକାର କହିଛନ୍ତି ।

ଜମ୍ମୁକାଶ୍ମୀରରେ ବର୍ତ୍ତମାନ ସୁଦ୍ଧା 70ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେହିପରି ଏହି ମହାମାରୀରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 3 ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.