ETV Bharat / bharat

କୋଲକାତା ବାଗବଜାର ଅଗ୍ନିକାଣ୍ଡସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ - kolkatta fire case

କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପଢନ୍ତୁ ଅଧିକ.....

କୋଲକାତାର ବାଗବଜାର ଅଗ୍ନିକାଣ୍ଡସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

author img

By

Published : Jan 14, 2021, 4:30 PM IST

କୋଲକାତା: କୋଲକାତାର ବାଗ ବଜାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା ଅଗ୍ନି ବିପନ୍ନଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଛନ୍ତି ।

କୋଲକାତାର ବାଗବଜାର ଅଗ୍ନିକାଣ୍ଡସ୍ଥଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଅଗ୍ନିକାଣ୍ଡରେ ବାସଗୃହ ହରାଇଥିବା ଲୋକଙ୍କ ପାଇଁ ସରକାର ଘର ନିର୍ମାଣ ଦାୟିତ୍ବ ନେବେ ବୋଲି ଘୋଷଣା କରିଛନ୍ତି ମମତା । ତେବେ ବର୍ତ୍ତମାନ ତାଙ୍କୁ ଅସ୍ଥାୟୀ ଭାବେ ଥଇଥାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମମତା ।

ସାମୟିକ ସମୟ ପାଇଁ ନିକଟସ୍ଥ ମହିଳା କଲେଜରେ ଅଗ୍ନିକାଣ୍ଡ ବିପନ୍ନଙ୍କୁ ଅସ୍ଥାୟୀ ରୂପେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମମତା । ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ଥିବା ଫିରାଦ ହାକିମ ଓ ଶଶି ପଞ୍ଜା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.