ETV Bharat / bharat

ଟିକଟକ ଓ ହେଲୋ ଆପକୁ ସରକାରଙ୍କ ନୋଟିସ୍

ଟିକଟକ ଓ ହେଲୋ ପାଇଁ ସଙ୍କଟ । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇ ଆପକୁ ନୋଟିସ ଜାରିକଲେ ସରକାର । 21ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି ସରକାର ।

author img

By

Published : Jul 18, 2019, 5:51 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ଲୋକପ୍ରିୟ ସୋସିଆଲ ମିଡିଆ ଆପ ଟିକଟକ ଓ ହେଲୋ ପାଇଁ ବଢିଲା ସଙ୍କଟ । ସରକାର ଦୁଇଟି ଯାକ ଆପକୁ ନୋଟିସ ଜାରି କରିଛନ୍ତି । ସରକାରଙ୍କ କହିବା କଥା ଦୁଇଟି ଯାକ ଆପ ଦେଶରେ ହେଉଥିବା ସମସ୍ତ ଗତିବିଧିରେ ସାମିଲ ହେଉଛନ୍ତି । ସେଥିପାଇଁ 21ଟି ପ୍ରଶ୍ନର ଜବାବ ମାଗିଛନ୍ତି । ଯଦି ଜବାବ ନମିଳେ ତେବେ ଦୁଇଟି ଯାକ ଆପକୁ ବ୍ୟାନ କରାଯିବ ।

ସ୍ବଦେଶୀ ଜାଗରଣ ମଞ୍ଚ ଦାବି କରିଛି ଯେ, ଟିକଟକ ଓ ହେଲୋ ଆପ ଆଣ୍ଟିନ୍ୟାସନାଲିଜିମକୁ ପ୍ରୋତ୍ସାହିତ କରୁଛି । ଟିକଟକ ଉପରେ ପ୍ରଥମେ ମଧ୍ୟ ଏଭଳି ଆରୋପ ଲାଗିଥିଲା । ଏପରିକି କିଛି ଦିନ ପାଇଁ ବ୍ୟାନ ମଧ୍ୟ କରାଯାଇଥିଲା ।

ଟିକଟକ ଓ ହେଲୋ ଏକ ବୟାନରେ କହିଛନ୍ତି ସେମାନେ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା କରିବେ । ଭାରତରେ ଏହି ପ୍ଲାଟଫର୍ମକୁ ଆଗକୁ ନେବାର ସୁଯୋଗ ମିଳିଛି ଓ 3 ବର୍ଷ ମଧ୍ୟରେ 100କୋଟି ଟଙ୍କା ନିବେଶ କରିବୁ ବୋଲି କହିଛି ଟିକଟକ ଓ ହେଲୋ । ଭାରତୀୟ ମନ୍ତ୍ରାଳୟ ଏହି ଆପ ପାଇଁ ଶିଶୁଙ୍କ ଉପରେ ପଡୁଥିବା ପ୍ରଭାବ ଉପରେ ଚିନ୍ତାପ୍ରକାଶ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.