ETV Bharat / bharat

ଅନିଚ୍ଛା ସତ୍ତ୍ୱେ କେରଳ ରାଜ୍ୟପାଳଙ୍କ ସିଏଏ ବିରୋଧୀ ପ୍ରସ୍ତାବ ପାଠ - ସିଏଏ ବିରୋଧୀ ପ୍ରସ୍ତାବ ପାଠ

ଅନିଚ୍ଛା ସତ୍ତ୍ୱେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରସ୍ତାବ ପାଠ କରିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ଅଧିକ ପଢନ୍ତୁ...

paragraph against CAA
ସିଏଏ ବିରୋଧୀ ପ୍ରସ୍ତାବ ପାଠ
author img

By

Published : Jan 29, 2020, 12:36 PM IST

ଥିରୁଅନନ୍ତପୁରମ: ଅନିଚ୍ଛା ସତ୍ତ୍ୱେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ବିରୋଧୀ ପ୍ରସ୍ତାବ ପାଠ କରିଛନ୍ତି ରାଜ୍ୟପାଳ ଆରିଫ ମହମ୍ମଦ ଖାନ। ପ୍ରଥମେ ସେ ଏହି ପ୍ରସ୍ତାବ ପାଠ କରିବାକୁ ମନା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଅନୁରୋଧ କ୍ରମେ ସେ ଏହି ପ୍ରସ୍ତାବ ପାଠ କରିଥିଲେ। ପ୍ରାସ୍ତାବ ପାଠ ପୂର୍ବରୁ ସେ ବାରମ୍ବାର ନିଜ ଅସହମତି ପ୍ରକାଶ କରିଥିଲେ।

ଏହି ସମୟରେ ରାଜ୍ୟପାଳ କହିଛନ୍ତି, 'ମୁଁ ସିଏଏ ବିରୋଧୀ ପ୍ରସ୍ତାବ ପାଠ କରିବାକୁ ଯାଉଛି । କାରଣ ମୁଖ୍ୟମନ୍ତ୍ରୀ ଏହା ଚାହୁଁଛନ୍ତି। ହେଲେ ମୋ ବିଚାରଧାରା ଅନୁଯାୟୀ ଏହା ନୀତି ଏବଂ କାର୍ଯ୍ୟକ୍ରମ ଅଧିନରେ ଆସୁନାହିଁ । ଏହା କେରଳ ସରକାରଙ୍କ ଇଚ୍ଛା। ତାଙ୍କ ଇଚ୍ଛାର ସମ୍ମାନ କରିବା ପାଇଁ ମୁଁ ଏହି ପ୍ରସ୍ତାବ ପାଠ କରୁଛି । '

ସିଏଏ ବିରୋଧୀ ପ୍ରସ୍ତାବ ପାଠ

ସିଏଏକୁ ନେଇ କେରଳ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସିଏଏ ବିରୋଧରେ କେରଳ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ସରକାର ତାଙ୍କର ଏହି ନିଷ୍ପତ୍ତି ବାବଦରେ ରାଜ୍ୟପାଳଙ୍କୁ ଅବଗତ କରାଇନଥିଲେ। ଯାହାକୁ ନେଇ ରାଜ୍ୟପାଳ ନିଜର ଆପତ୍ତି ଜଣାଇଛନ୍ତି। ଏହା ବ୍ୟତୀତ ରାଜ୍ୟପାଳ କେରଳ ବିଧାନସଭାରେ ପାରିତ ହୋଇଥିବା ସିଏଏ ବିରୋଧୀ ପ୍ରସ୍ତାବକୁ ଭୁଲ୍‌ ବୋଲି କହିଥିଲେ।

Intro:Body:

Thiruvananthapuram: Kerala Governor Arif Mohammed Khan diplomatically avoided a huge Constitutional crisis when he read out the paragraph against the Citizenship Amendment Act (CAA) from the policy speech at the Assembly on Wednesday.

Confusion prevailed till Tuesday night as reports suggested that Khan had informed the government that he would not read out the paragraph, as it was not a State subject.

But the scene changed on Wednesday when he read out the paragraph with a caveat. “I have been corresponding with the chief minister about this paragraph as I have reservations about this,” he said before reading out the controversial paragraph “But I am going to read this paragraph although I hold the view that this does not under the definition of policy or programme of the government. But the chief minister told me that this is the policy of the government. To honour his wish I am going to read this out,” he added.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.