ETV Bharat / bharat

କୋରୋନା ମୁକାବିଲା: କେନ୍ଦ୍ର ସରକାରଙ୍କ 15ହଜାର କୋଟି ପ୍ୟାକେଜ ଘୋଷଣା - କେନ୍ଦ୍ର ସରକାରଙ୍କ 15ହଜାର କୋଟି ଅନୁମୋଦନ

କୋରୋନା ମହାମାରୀର ମୁକାବିଲା ପାଇଁ ଭାରତର ଜରୁରୀକାଳୀନ ପଦକ୍ଷେପ ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର 15ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ...

Government of India sanctions Rs. 15,000 crores for 'India COVID19 Emergency Response and Health System Preparedness Package
କୋରୋନା ମୁକାବିଲା: କେନ୍ଦ୍ର ସରକାରଙ୍କ 15ହଜାର କୋଟି ପ୍ୟାକେଜ ଘୋଷଣା
author img

By

Published : Apr 9, 2020, 11:58 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା ପାଇଁ ଭାରତର ଜରୁରୀକାଳୀନ ପଦକ୍ଷେପ ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ସରକାର 15ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅର୍ଥ ସଂପୂର୍ଣ୍ଣ ରୂପେ କୋରୋନା ମୁକାବିଲାରେ ନିୟୋଜିତ ହେବ ବୋଲି କୁହାଯାଇଛି ।

ଦେଶରେ ଗତ 24 ଘଣ୍ଟା ମଧ୍ୟରେ 591 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 5865କୁ ବୃଦ୍ଧି ପାଇଛି । ଏନେଇ ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି 5865 ମାମଲା ମଧ୍ୟରୁ 5218 ଜଣ ଚିକିତ୍ସିତ ହେଉଥିବା ବେଳେ 478ଜଣ ଆକ୍ରାନ୍ତ ଡିସଚାର୍ଜ ହୋଇଥିବା ଜଣାପଡିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 20 ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶର ମୋଟ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 169କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.