ETV Bharat / bharat

ଗୁଗୁଲ୍ ମ୍ୟାପର ନୂଆ ‘ହ୍ବିଲ୍ ଚେୟାର’ ଫିଚର୍

ଗୁଗୁଲ୍ ମ୍ୟାପ୍ସରେ ହ୍ୱିଲ୍ ଚେୟାର ଆକ୍ସେସିବିଲିଟି ସୂଚନା ଅଧିକ ଦେଖାଯିବା ପାଇଁ ଲୋକମାନେ ବର୍ତ୍ତମାନ ଏକ ‘ଆକ୍ସେସିବିଲିଟି ପ୍ଲେସ୍’ ବୈଶିଷ୍ଟ୍ୟ ଟର୍ଣ୍ଣ ଅନ୍ କରିପାରିବେ ବୋଲି ଗୁଗୁଲ୍ ଘୋଷଣା କରିଛି।

author img

By

Published : May 23, 2020, 3:50 PM IST

Google Maps
ଗୁଗୁଲ୍ ମ୍ୟାପର ନୂଆ ‘ହ୍ବିଲ୍ ଚେୟାର’ ଫିଚର୍

ହାଇଦ୍ରାବାଦ: ଗୁଗୁଲ୍ ମ୍ୟାପ୍ସରେ ହ୍ୱିଲ୍ ଚେୟାର ଆକ୍ସେସିବିଲିଟି ସୂଚନା ଅଧିକ ଦେଖାଯିବା ପାଇଁ ଲୋକମାନେ ବର୍ତ୍ତମାନ ଏକ ‘ଆକ୍ସେସିବିଲିଟି ପ୍ଲେସ୍’ ବୈଶିଷ୍ଟ୍ୟ ଟର୍ଣ୍ଣ ଅନ୍ କରିପାରିବେ ବୋଲି ଗୁଗୁଲ୍ ଘୋଷଣା କରିଛି।

ଯେତେବେଳେ ‘ଆକ୍ସେସିବିଲିଭ୍ ପ୍ଲେସ୍’ ସୁଇଚ୍ ହୁଏ, ଏକ ହ୍ବିଲ୍ ଚେୟାର ଆଇକନ୍ ଦେଖାଇବ । ଏହାପରେ କେଉଁଠାରେ ବିଶ୍ରାମ ଗୃହ କିମ୍ବା ପାର୍କିଂ ଅଛି କି ନାହିଁ ତାହା ଦେଖିପାରିବେ । ଗୁଗୁଲ୍ ମ୍ୟାପ୍ସ ଟ୍ବିଟ୍ ଅନୁଯାୟୀ, ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ରରେ ଗୁଗୁଲ୍ ମ୍ୟାପ୍ ବ୍ୟବହାରକାରୀଙ୍କ ପାଇଁ ‘ଆକ୍ସେସିବିଲିଟି ପ୍ଲେସ୍’ ବୈଶିଷ୍ଟ୍ୟକୁ ଜରୁରୀ ।

ଗ୍ଲୋବାଲ୍ ଆକ୍ସେସିବିଲିଟି ସଚେତନତା ଦିବସ ଅବସରରେ ଗୁଗୁଲ୍ କହିଛି ଯେ ଯଦି କୌଣସି ସ୍ଥାନରେ ବସିବାକୁ ସ୍ଥାନ ନାହିଁ ତେବେ ଆମେ ମ୍ୟାପ୍ସରେ ମଧ୍ୟ ସେହି ସୂଚନା ପାଇପାରିବା । ବିଶ୍ବରେ ଅତି କମରେ 130 ନିୟୁତ ହ୍ବିଲ୍ ଚେୟାର ବ୍ୟବହାରକାରୀ ଅଛନ୍ତି ।

ଆଜି ଗୁଗୁଲ୍ ମ୍ୟାପ୍ସରେ ବିଶ୍ବର 15 ମିଲିୟନରୁ ଅଧିକ ସ୍ଥାନ ପାଇଁ ହ୍ବିଲ୍ ଚେୟାର ଆକ୍ସେସିବିଲିଟି ସୂଚନା ରହିଛି । ଗୁଗୁଲ୍ ମ୍ୟାପ୍ସରେ 500 ମିଲିୟନରୁ ଅଧିକ ହ୍ବିଲ୍ ଚେୟାର ଆକ୍ସେସିବିଲିଟି ଅପଡେଟ୍ ଯୋଗଦାନ ରହିଛି ।

କୋଭିଡ-19 ସମୟରେ ଆପଣ ଯିବା ପୂର୍ବରୁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ଯେ କେଉଁଠି ଫାର୍ମାସି, ଗ୍ରୋସରୀ କିମ୍ବା ରେଷ୍ଟୁରାଣ୍ଟ ଅଛି କି ନାହିଁ । ଗୁଗୁଲ୍ ମ୍ୟାପ୍ସରେ ହ୍ବିଲ୍ ଚେୟାର ଆକ୍ସେସିବିଲିଟି ସୂଚନା ଅଧିକ ପ୍ରଦର୍ଶିତ କରିବାକୁ ଆପକୁ ଅପଡେଟ୍ କରନ୍ତୁ । ସେଟିଂକୁ ଯାଆନ୍ତୁ, ‘ଆକ୍ସେସିବିଲିଟି’ ଚୟନ କରନ୍ତୁ ଓ ‘ଆକ୍ସେସିବିଲିଟି ପ୍ଲେସ୍’ ଟର୍ଣ୍ଣ ଅନ୍ କରନ୍ତୁ । ଏହା ଉଭୟ ଅଣ୍ଡ୍ରୋଏଡ୍ ଓ ଆଇଓଏସ ପାଇଁ ଉପଯୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.