ETV Bharat / bharat

ଶୂନଶାନ୍ ସୁନା ସୋରୁମ, ଟାଇମପାସ ପାଇଁ ଡ୍ୟାନ୍ସ ମାତିଲେ କର୍ମଚାରୀ

author img

By

Published : Sep 4, 2019, 4:30 PM IST

ଦାମ ବଢିବା ଯୋଗୁଁ ଖାଁ ଖାଁ ସୁନା ଦୋକାନ। ଟାଇମପାସ ପାଇଁ ଦୋକାନରେ ଡ୍ୟାନ୍ସ କରୁଛନ୍ତି କର୍ମଚାରୀ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ‘@ଟ୍ବିଟର

ନୂଆଦିଲ୍ଲୀ: ଆକାଶଛୁଆଁ ସୁନା ଦର । 10 ଗ୍ରାମ ସୁନା ଦର ଏବେ 40 ହଜାର ଡେଇଁଲାଣି । ଯେଉଁଥିପାଇଁ ଖାଁ ଖାଁ ସୁନା ଦୋକାନ । ଗ୍ରାହକ ଆସୁନଥିବାରୁ ସୋରୁମ କର୍ମଚାରୀଙ୍କ ହାତ ପଡିଯାଇଛି । ଏପରି ସ୍ଥିତିରେ ନିଜ ମନୋବଳ ବଢାଇବା ପାଇଁ ସଭିଁଏ ମିଶି କରୁଛନ୍ତି ଡ୍ୟାନ୍ସ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗୋଟିଏ ମାସ ଭିତରେ ସୁନା ଦାମ ପାଖାପାଖୀ 2000 ଟଙ୍କା ବଢିଛି । ଆଗକୁ ଆହୁରି ବଢିବା ନେଇ ଆଶା ରହିଛି । ଟ୍ରେଡୱାର ଅନିଶ୍ଚିତତା ମଧ୍ୟରେ ନିବେଶକ ବଜାରର ଅପେକ୍ଷା ଅଧିକ ସୁନାରେ ଟଙ୍କା ଲଗାଉଛନ୍ତି । ଫଳରେ ସୁନାର ଚାହିଦା ବୃଦ୍ଧି ଯୋଗୁଁ ଦାମ ମଧ୍ୟ ହୁହୁ ହୋଇ ବଢି ରେକର୍ଡ ଭାଙ୍ଗୁଛି।

ଭାଇରାଲ ଭିଡିଓ

ଏପଟେ ପାର୍ବଣ ଋତୁରେ ସୁନା ଦାମ ବଢିବା ଯୋଗୁଁ ଦୋକାନରେ ଗ୍ରାହକଙ୍କ ଦେଖାଦର୍ଶନ ନାହିଁ । ଯେଉଁଥିପାଇଁ ବେପାରୀ ହତାସ ହୋଇପଡିଲେଣି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.