ETV Bharat / bharat

କୋରୋନା ଲଢେଇ: ସବୁଜ ଜୋନ୍ ଘୋଷିତ ହୋଇପାରେ ଗୋଆ, ସିଏମ ପ୍ରମୋଦ ସାୱନ୍ତ - Goa might become green zone

ଗତ 11 ଦିନ ମଧ୍ୟରେ ଗୋଆରେ କୌଣସି ତାଜା କୋରୋନାଭାଇରସ୍ ପଜିଟିଭ୍ ମାମଲା ଚିହ୍ନଟ ହୋଇ ନଥିବା ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଙ୍ଗଳବାର କହିଛନ୍ତି । ଯେ ଯଦି କୌଣସି ନୂତନ ପଜିଟିଭ ରିପୋର୍ଟ ଆସେ ନାହିଁ ତେବେ ରାଜ୍ୟରେ ଏପ୍ରିଲ 17 ସୁଦ୍ଧା ଗ୍ରୀନ ଜୋନରେ ପରିଣତ ହେବ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Apr 14, 2020, 8:34 PM IST

ପାନାଜି: ଦେଶରେ ମହାରାଷ୍ଟ୍ର ଓ ଦିଲ୍ଲୀରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏପରିସ୍ଥଳେ ଦେଶରେ ପର୍ଯ୍ୟଟନସ୍ଥଳୀର ଏକ ପ୍ରମୁଖ ରାଜ୍ୟ ଗୋଆରୁ ଖୁସି ଖବର ଆସିଛି । ଗତ 11 ଦିନ ମଧ୍ୟରେ ଗୋଆରେ କୌଣସି ତାଜା କୋରୋନାଭାଇରସ ପଜିଟିଭ ମାମଲା ଚିହ୍ନଟ ହୋଇ ନଥିବା ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଙ୍ଗଳବାର କହିଛନ୍ତି । ଯେ ଯଦି କୌଣସି ନୂତନ ପଜେଟିଭ ରିପୋର୍ଟ ଆସେ ନାହିଁ ତେବେ ରାଜ୍ୟରେ ଏପ୍ରିଲ 17 ସୁଦ୍ଧା ଗ୍ରୀନ ଜୋନରେ ପରିଣତ ହେବ ।

ସେଟରେ ଥିବା ମୋଟ ଦୁଇଟି ଜିଲ୍ଲା ମଧ୍ୟରୁ ଦକ୍ଷିଣ ଗୋଆକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ "ସବୁଜ ଜୋନ୍" ଘୋଷଣା କରାଯାଇଛି ।

ପୂର୍ବରୁ ଗୋଆରେ ଚିହ୍ନଟ ହୋଇଥିବା ମୋଟ ସାତୋଟି COVID-19 ମାମଲା ମଧ୍ୟରୁ ଉତ୍ତର ଗୋଆ ଜିଲ୍ଲାର 5 ଜଣ ରୋଗୀ ସଂକ୍ରମଣରୁ ଆରୋଗ୍ୟ ହୋଇଛନ୍ତି । ଏହାସହ ବର୍ତ୍ତମାନ ଦୁଇଜଣ ଚିକିତ୍ସିତ ହେଉଛନ୍ତି । ଏପ୍ରିଲ 4 ତାରିଖରୁ ଗୋଆରେ କୌଣସି ନୂତନ କରୋନାଭାଇରସ୍ ପଜିଟିଭ୍ ମାମଲା ରିପୋର୍ଟ ହୋଇନାହିଁ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.