ETV Bharat / bharat

ସ୍ମାର୍ଟଫୋନର Gmail ଆକାଉଣ୍ଟରେ ଷ୍ଟୋରେଜ ଫୁଲ ହୋଇଗଲେ ଏହି ଉପାୟରେ କରନ୍ତୁ ଖାଲି

ବର୍ତ୍ତମାନ ସମୟରେ ଆମ ଦୈନନ୍ଦିନ ଜୀବନରେ ଇ-ମେଲର ଆବଶ୍ୟକତା ବେଶ ଅଧିକ ରହିଛି । ସବୁ କ୍ଷେତ୍ରରେ ଏହାର ବ୍ୟବହାର ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଆପଣଙ୍କ ସ୍ମାର୍ଟ ଫୋନରେ ଥିବା ଜିମେଲ ଷ୍ଟୋରେଜକୁ ସବୁବେଳେ ଖାଲି ରଖନ୍ତୁ । ଅଧିକ ପଢନ୍ତୁ...

author img

By

Published : Jul 19, 2020, 10:51 AM IST

ସ୍ମାର୍ଟଫୋନର Gmail ଆକାଉଣ୍ଟରେ ଷ୍ଟୋରେଜ ପୂର୍ଣ୍ଣ ହୋଇଗଲେ ଏହି ଉପାୟରେ କରନ୍ତୁ ଖାଲି

ହାଇଦ୍ରାବାଦ: ଆମ ମଧ୍ୟରୁ ଅନେକ ଆମର Gmail ଆକାଉଣ୍ଟରେ ଷ୍ଟୋରେଜ ସମସ୍ୟା ଭୋଗୁଛନ୍ତି । ଅନେକ ଥର ଆମେ ଏକ ମେସେଜ ପାଇଥାଉ ଯେ, Gmail ଷ୍ଟୋରେଜ ପୂର୍ଣ୍ଣ ହୋଇଗଲା । ଆପଣଙ୍କୁ ଷ୍ଟୋରେଜ ପାଇଁ ମେଲ ଡିଲିଟ କରିବାକୁ ପଡିବ । ଗୁଗଲ ବ୍ୟବହାରକାରୀଙ୍କୁ ମାଗଣାରେ ମୋଟ 15 ଜିବି ଷ୍ଟୋରେଜ ଦେଇଥାଏ, ଏହି ଡ୍ରାଇଭ ଫାଇଲ, ଇମେଲ, ହ୍ବାଟସଆପ ବ୍ୟାକଅପ ସହିତ ଅନ୍ୟ ଫାଇଲ ପାଇଁ ଷ୍ଟୋରେଜ ରହିଥାଏ । ଯଦି ଆପଣଙ୍କର ଏକ ଆଣ୍ଡ୍ରଏଡ ଫୋନ ଅଛି, ତେବେ 15GB ସ୍ପେସ ଅତି ସହଜରେ ଭରିହୋଇଯାଏ ।

ଗୁଗଲ ଫୋରମ ଷ୍ଟୋରେଜରେ ଆପଣ ଏହାର ସୂଚନା ପାଇଯିବେ । ପ୍ରଥମଟି ହେଉଛି ଗୁଗଲରୁ ମାସକୁ 130 ଟଙ୍କା ପାଇଁ 100 ଜିବି ଅତିରିକ୍ତ କ୍ଲାଉଡ ଷ୍ଟୋରେଜ କିଣିବା ଏବଂ ଦ୍ୱିତୀୟଟି ହେଉଛି ନୂତନ ମେଲ ରଖିବା ପାଇଁ କିଛି ଷ୍ଟୋରେଜ ଖାଲି କରିବା ।

ତେବେ ଆପଣଙ୍କ ଗୁଗଲ ଆକାଉଣ୍ଟରେ ଷ୍ଟୋରେଜ ଖାଲି କରିବାର ତିନୋଟି ଉପାୟ ଅଛି: ଗୁଗଲ ଡିସ୍କର ସାଇଜ ଅନୁଯାୟୀ ଫାଇଲ, ମେଲ ଏବଂ ଗୁଗଲ ଫଟୋ ଡିଲିଟ କରନ୍ତୁ...

ଆପଣଙ୍କର Gmail ଆକାଉଣ୍ଟକୁ ଲଗଇନ କରନ୍ତୁ

ଏହା ପରେ, ଆପଣଙ୍କୁ ସାଇଜ ଅନୁଯାୟୀ ଫାଇଲ ଦେଖିବେ

ଯେଉଁ ଫାଇଲର ଆପଣଙ୍କୁ ଆବଶ୍ୟକ ନାହିଁ ସେଗୁଡିକୁ ଡିଲିଟ କରିପାରିବେ

2. ମେଲକୁ ଡିଲିଟ କରନ୍ତୁ

ପ୍ରଥମେ ଗୁଗଲ ଆକାଉଣ୍ଟକୁ ଲଗଇନ କରନ୍ତୁ

ସର୍ଚ୍ଚ ବାର କୁ ଯାଇ has:attachment larger:10M ଏହାକୁ ସର୍ଚ୍ଚ କରନ୍ତୁ

ଏହା ପରେ, 10 mb ରୁ ବଡ ମେଲ ଆପଣଙ୍କ ସାମ୍ନାରେ ଦେଖାଯିବ

ଏହା ପରେ, ମେଲ ଡିଲିଟ କରନ୍ତୁ ଯାହା ଆପଣଙ୍କର ଆବଶ୍ୟକ ନାହିଁ

ଏହା ପରେ ଟ୍ରାସ ସିଲେକ୍ଟ କରି ସବୁ ମେଲକୁ ଡିଲିଟ କରନ୍ତୁ । ବର୍ତ୍ତମାନ ସ୍ପାମ ଫୋଲ୍ଡରକୁ ଯାଆନ୍ତୁ ଏବଂ ସେଠାରେ ଥିବା ସମସ୍ତ ମେଲଗୁଡିକ ଡିଲିଟ କରନ୍ତୁ ।

3. ଗୁଗଲ୍ ଫଟୋ

ଆପଣଙ୍କ ଡେସ୍କଟପରୁ ଏହି ଲିଙ୍କକୁ ଯାଆନ୍ତୁ https://photos.google.com/settings

ଗୁଗଲ ଆକାଉଣ୍ଟକୁ ଲଗଇନ କରନ୍ତୁ

ଅପଲୋଡ କ୍ବାଲିଟିକୁ ଅରିଜିନାଲ ହାଇରେ ପରିବର୍ତ୍ତନ କରନ୍ତୁ

ଏହା ପରେ, ଗୁଗଲ ଆପଣଙ୍କୁ ଆପଣଙ୍କର ଷ୍ଟୋରେଜ ରିକଭର କରିବାକୁ କହିବ, ଯାହା ଆପଣଙ୍କର ପୂର୍ବ ଅପଲୋଡକୁ ଉଚ୍ଚ ଗୁଣରେ ପରିଣତ କରିବ । ଏହା ସହିତ ଆପଣ ଷ୍ଟୋରେଜ ସୁବିଧା ପାଇବେ ଏବଂ ଆପଣଙ୍କର ଷ୍ଟୋରେଜ ଖାଲି ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.