ETV Bharat / bharat

କଲରରେ ବଦଳାନ୍ତୁ ଘରର ଲୁକ୍ - ଲକଡାଉନ ଟିପ୍ସ

କୌଣସି ନିର୍ଦ୍ଦିଷ୍ଟ କଲର ବଦଳରେ ନ୍ୟୁଟ୍ରାଲ ରଙ୍ଗ ବ୍ୟବହାର କରନ୍ତୁ । ଏହା ଘରକୁ ଏକ ପାରମ୍ପରିକ ରୂପ ସହ ଆକର୍ଷଣୀୟ ସାଜସଜ୍ଜା ଦେବ । ଅଧିକ ପଢନ୍ତୁ...

କଲରରେ ବଦଳାନ୍ତୁ ଘରର ଲୁକ୍
କଲରରେ ବଦଳାନ୍ତୁ ଘରର ଲୁକ୍
author img

By

Published : May 28, 2020, 11:36 AM IST

ହାଇଦ୍ରାବାଦ: ଲକଡାଉନରେ ଲୋକମାନେ ନିଜକୁ ବିଭିନ୍ନ ଘରୋଇ କାମରେ ବ୍ୟସ୍ତ ରଖିଛନ୍ତି । କିଏ ଆର୍ଟରେ ମନ ଦେଉଛି ତ କିଏ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ବନାଉଛି । ସେହିପରି କିଛି ଲୋକ ନିଜ ଘରର ପୁରା ରୂପ ବଦଳାଇଦେଇଛନ୍ତି । ତେବେ ଏହି ସମୟରେ ଯଦି ଆପଣ ଘରର ଲୁକ୍ ବଦଳାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଟିପ୍ସ...

ଘରର ଲୁକ୍ ବଦଳାଇବାରେ ସାହାଯ୍ୟ କରିଥାଏ ବିଭିନ୍ନ କଲର । ଏହି ସମୟରେ ବାହାରକୁ ଯିବା ଅସମ୍ଭବ । ତେବେ ଘରେ ରହିଛି ଅନେକ ପ୍ରକାର କଲର । ଆପଣ ନିଜେ ଘରେ ଏହି କଲର ବନାଇପାରିବେ । ପିଲାଙ୍କ କଲର ବକ୍ସ ଅବା ୱାଲ୍ ପେଣ୍ଟିଂ ପାଇଁ ଘରେ ଥିବା ସାମଗ୍ରୀ ଏଥିରେ କାମରେ ଆସିବ । କୌଣସି ଏକ ନିର୍ଦ୍ଦିଷ୍ଟ କଲର ବଦଳରେ ବ୍ୟବହାର କରନ୍ତୁ ଅନେକ ପ୍ରକାର ରଙ୍ଗ । ଘରର ସମ୍ପର୍ଣ୍ଣ ଲୁକ୍ ବଦଳାଇ ଦେଇଥାଏ ଏହି ରଙ୍ଗ । ଆପଣ ବିଭିନ୍ନ କଲର ବ୍ୟବହାର କରି ଘର ସଜାଇପାରିବେ ।

ସବୁଠୁ ବଡ କଥା ହେଉଛି କୌଣସି ନିର୍ଦ୍ଦିଷ୍ଟ କଲର ବଦଳରେ ନ୍ୟୁଟ୍ରାଲ ରଙ୍ଗ ବ୍ୟବହାର କରନ୍ତୁ । ଏହା ଘରକୁ ଏକ ପାରମ୍ପରିକ ରୂପ ସହ ଆକର୍ଷଣୀୟ ସାଜସଜ୍ଜା ଦେବ । ଏହି କଲର ମଧ୍ୟରେ କ୍ରିମ, ଧଳା, ଗ୍ରେ, ବ୍ରାଉନ, ପ୍ରାକୃତିକ କାଠର ରଙ୍ଗ ପ୍ରଭୃତି ସାମିଲ । ବର୍ତ୍ତମାନ ଡିଜାଇନରମାନେ ଏହି ରଙ୍ଗ ବ୍ୟବହାର କରୁଛନ୍ତି । ଘରର ଭିତର ଦୃଶ୍ୟକୁ ଆକର୍ଷଣୀୟ କରିବା ପାଇଁ ଏହା ଖୁବ ଚତ୍ମକାର କାମ କରିଥାଏ ।

ଘରକୁ ମୋଲଡିଂ କଲର ଦେଇ ସଜାନ୍ତୁ । ଏଥିରେ ଅଧିକ ଖର୍ଚ୍ଚାନ୍ତ ହେବାର ନାହିଁ । ଘର ଭିତର ଢଳେଇ କରିବାବେଳେ କ୍ରାଉନ ମୋଲଡିଂ ଦିଅନ୍ତୁ । କଲର ଦେବା ପରେ ଏହା ସୁନ୍ଦର ଦେଖାଯିବ । ମେଟାଲିକ ବସ୍ତୁର ବ୍ୟବହାର କରନ୍ତୁ । ମେଟାଲିକ ୱାଲପେପର ଓ ପେଣ୍ଟିଂ ସହ ଆପଣ ବିଭିନ୍ନ ଲିଚୁ ଲାଇଟ ଲଗାଇପାରିବେ । ଏହା ଘରକୁ ଚତ୍ମକାର ଲୁକ ଦେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.