ETV Bharat / bharat

ଭାରତ-ଜର୍ମାନୀ ମଧ୍ୟରେ 17 ଚୁକ୍ତି ସ୍ବାକ୍ଷର - ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏଞ୍ଜେଲା ମାର୍କେଲ

ଦିଲ୍ଲୀର ହାଇଦ୍ରାବାଦ ହାଉସରେ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏଞ୍ଜେଲା ମୋର୍କେଲ। ଭାରତ-ଜର୍ମାନୀ ମଧରେ 17 ଚୁକ୍ତି ସ୍ବାକ୍ଷର ହୋଇଥିବା ସୂଚନା।

ଫଟୋ ସୌଜନ୍ୟ: ଟ୍ବିଟର @MEAIndia
author img

By

Published : Nov 1, 2019, 3:14 PM IST

ନୂଆଦିଲ୍ଲୀ: ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମୋର୍କେଲ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ସହ ଆତଙ୍କବାଦ ବିରୋଧି ଲଢେଇରେ ପରସ୍ପରର ସାଥ ଦେବା କଥା କହିଛନ୍ତି।

ମୋର୍କେଲ ଓ ମୋଦିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଦୁଇ ଦେଶ ମଧ୍ୟରେ 17ଟି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆତଙ୍କବାଦ ବିରୁଦ୍ଧ ଲଢେଇରେ ଭାରତ ଓ ଜର୍ମାନୀ କାନ୍ଧରେ କାନ୍ଧ ମିଶାଇ ସାଥିରେ ଥିବା ପିଏମ ମୋଦି ଜଣାଇଛନ୍ତି। ଏହାସହ ମୋଦି ତାଙ୍କ ଜର୍ମାନୀ ପ୍ରତିପକ୍ଷ ଏଞ୍ଜେଲା ମାର୍କେଲଙ୍କ ପ୍ରତି ଧନ୍ୟବାଦ ପ୍ରକଟ କରିଛନ୍ତି। ପାଖାପାଖି ଦେଢ ଦଶକରୁ ଚାନ୍ସେଲର ଭାବେ ଭାରତ ଓ ଜର୍ମାନୀର ସମ୍ପର୍କକୁ ମଜବୁତ କରିବା ପାଇଁ ମୋର୍କେଲଙ୍କ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Intro:Body:

dgr

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.