ETV Bharat / bharat

ରାଜସ୍ଥାନ ଉଦୟପୁରରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା

ରାଜସ୍ଥାନରେ ଉଦୟପୁରରେ ଏକ ଗଣଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ 2016 ମସିହାରେ ଯୁବକ ଦ୍ବାରା ମହିଳା ଜଣଙ୍କର ଅଶ୍ଲୀଳ ଭିଡିଓ କ୍ଲିପ ତିଆରି କରିଥିଲେ । ଏହି ଅଭିଯୋଗ ହେବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ରାଜସ୍ଥାନ ଉଦୟପୁରରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା
ରାଜସ୍ଥାନ ଉଦୟପୁରରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଲେ ପୀଡିତା
author img

By

Published : Oct 3, 2020, 10:07 PM IST

ଜୟପୁର: ସାରାଦେଶରେ ଗଣଦୁଷ୍କର୍ମକୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜସ୍ଥାନର ଉଦୟପୁରରେ ଏକ ଗଣଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଗତ 2016 ମସିହାରେ ଯୁବକ ଦ୍ବାରା ମହିଳା ଜଣଙ୍କର ଅଶ୍ଲୀଳ ଭିଡିଓ କ୍ଲିପ ତିଆରି କରିଥିଲେ । ଏହି ଅଭିଯୋଗ ହେବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

ଦେଶରେ ଦୁଷ୍କର୍ମ ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି, ବର୍ତ୍ତମାନ ରାଜସ୍ଥାନର ଉଦୟପୁରରେ ପୁଣି ଥରେ ଦୁଷ୍କର୍ମ ଏକ ନୂଆ ମାମଲା ସାମ୍ନାକୁ ଆସିଛି। ସୂଚନାଥାଉକି ପୀଡିତା ଉଦୟପୁରର ପ୍ରତାପ ନଗର ପୋଲିସ ଷ୍ଟେସନରେ ଦୁଷ୍କର୍ମ ମାମଲା ଦାୟର କରିଛନ୍ତି ପୀଡିତା ତାଙ୍କ ବିବୃତ୍ତିରେ କହିଛନ୍ତି । 2016 ମସିହାରେ ତାଙ୍କୁ ଅଶ୍ଳୀଳ ଭିଡିଓ କ୍ଲିପ୍ ତିଆରି କରି ଦୁଇଜଣ ଯୁବକ ଦୁଷ୍କର୍ମ କରିଥିବାବେଳେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା । ପୀଡିତା ବର୍ତ୍ତମାନ ଉଦୟପୁରର ପ୍ରତାପ ନଗର ପୋଲିସ ଷ୍ଟେସନରେ ଉଭୟ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି । ଏହି ମାମଲା 4 ବର୍ଷ ପୁରୁଣା, ଏଭଳି ପରିସ୍ଥିତିରେ ପୋଲିସ ଉଭୟ ଦିଗକୁ ଦୃଷ୍ଟିରେ ରଖି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ଘଟଣା ପରେ ଦେଶରେ ଦୁଷ୍କର୍ମକୁ ନେଇ ଅନେକ କ୍ରୋଧ ରହିଛି । ଏପରି ପରିସ୍ଥିତିରେ ଉଦୟପୁରର ପ୍ରତାପ ନଗର ପୋଲିସ ଷ୍ଟେସନରେ ଦୁଷ୍କର୍ମ ମାମଲା ପଞ୍ଜିକୃତ ହେବା ପରେ ବରିଷ୍ଠ ଅଧିକାରୀମାନେ ମଧ୍ୟରେ ଛନକା ପଶିଯାଇଛି । ତଦନ୍ତ ପ୍ରକ୍ରିୟା ଅନୁସନ୍ଧାନ ପାଇଁ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.