ETV Bharat / bharat

ମିଶନ ‘ଗଗନାୟନ’ ପୂର୍ବରୁ 4ଟି ପରୀକ୍ଷା କରିବ ଇସ୍ରୋ - isro 4 time tasting gaganayan crew module

ମିଶନ ‘ଗଗନାୟନ’ ପୂର୍ବରୁ 4ଟି ପରୀକ୍ଷା କରିବା ନେଇ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)।

ଫାଇଲ ଫଟୋ
author img

By

Published : Oct 28, 2019, 4:59 PM IST

ନୂଆଦିଲ୍ଲୀ: ମିଶନ ‘ଗଗନାୟନ’ ପୂର୍ବରୁ କରାଯିବ 4ଟି ପରୀକ୍ଷା। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଇସ୍ରୋ 5-6ଟି ପ୍ରକଳ୍ପରେ କାମ କରୁଥିବା ବେଳେ ସେଥିମଧ୍ୟରୁ ‘ଗଗନାୟନ’ ଗୁରୁତ୍ବପୂର୍ଣ୍ଣ ମିଶନ। ଯାହା ଭାରତ ପାଇଁ ଗର୍ବ ଏବଂ ଗୌରବର ଅଧ୍ୟାୟ। ଏହି ମିଶନ ମାଧ୍ୟମରେ 3 ଜଣ ଭାରତୀୟ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇବାର ଯୋଜନା ରହିଛି।

ଏହି ଯାତ୍ରାରେ ସମସ୍ତ ମହାକାଶଚାରୀ ଏକ କ୍ରୁ ମଡ୍ୟୁଲରେ ବସିରହିବେ। ଯାହା ଏକ ତ୍ରିକୋଣ-ଗୋଲ ତମ୍ବୁ ଫ୍ୟୁସଲ ଆକାରର। ଏହା ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ସେମାନଙ୍କ ସୁରକ୍ଷା ପାଇଁ ଯଥାଶୀଘ୍ର ଏହି ମଡ୍ୟୁଲର ଏବୋର୍ଟ ସିଷ୍ଟମକୁ ପରୀକ୍ଷା କରାଯିବ। ଯାହା ଦ୍ବାରା ‘ଗଗନାୟନ’ ମିଶନର ସମସ୍ତ ପ୍ରଣାଳୀକୁ ସଠିକ୍ ରୂପେ ନିରୀକ୍ଷଣ କରାଯାଇ ଯାରିବ।

Intro:Body:

sef

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.