ETV Bharat / bharat

ପୁଲୱାମା ଆକ୍ରମଣକାରୀଙ୍କୁ ମୁହଁତୋଡ ଜବାବ ଦିଆଯିବ: ମୋଦି - freedom

ପୁଲୱାମା ଘଟଣା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି କହିଛନ୍ତି ପୁଲୱାମା ଆକ୍ରମଣରେ ଜଡିତ ଆକ୍ରମଣକାରୀଙ୍କୁ ସେମାନଙ୍କ ଭାଷାରେ ଜବାବ ଦିଆଯିବ। ଏଭଳି କାଣ୍ଡ ସେମାନେ ବହୁତ ବଡ ଭୁଲ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : Feb 15, 2019, 3:36 PM IST

ଭିଡିଓ ସୌଜନ୍ୟ: ଏଏନଆଇ
ନୂଆଦିଲ୍ଲୀ: ଜାମ୍ମୁକାଶ୍ମୀରର ପୁଲୱାମାରେ ଘଟିଥିବା ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ। ଏ ଘଟଣା ପଛରେ ଜଡିତ ଥିବା ଶକ୍ତିକୁ ଦୃଢ ହସ୍ତରେ ଦମନ କରାଯିବ। ସେମାନଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ। ପୁଲୱାମା ହୋଇଥିବା ହମଲା ସମ୍ପର୍କରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
undefined
ଏଥିସହିତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଏଭଳି କାଣ୍ଡ ଭିଆଇ ସେମାନେ ବହୁତ ବଡ ଭୁଲ କରିଛନ୍ତି। ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ। ଏ ଘଟଣାରେ ଜଡିତ ଥିବା ଶକ୍ତିଙ୍କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ସେଭଳି ଶକ୍ତିଙ୍କୁ ତାଙ୍କରି ଭାଷାରେ ଜବାବ ଦିଆଯିବ। ଏଥିପାଇଁ ସେନାକୁ ପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି।"
undefined
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, " ପୁଲୱାମାରେ ହୋଇଥିବା ଘଟଣା ପରେ ଦେଶବ୍ୟାପୀ ଆକ୍ରୋଶ ଦେଖାଦେଇଛି। ଅନେକ ବିଦେଶୀ ବନ୍ଧୁ ରାଷ୍ଟ୍ର ଏ ଘଟଣାରେ ଆମ ସହ ଛିଡା ହୋଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମକୁ ସେମାନଙ୍କର ସମର୍ଥନ ଘୋଷଣା କରିଛନ୍ତି। "

For your information and necessary actions
 
Thanks,
Dipankar Choudhury
 
From: Dipankar C
Sent: Thursday, February 14, 2019 5:14 PM
Subject: Fwd: Women's day Circular
 
---------- Forwarded message ---------
From: etplhr <etplhr@etv.co.in>
Date: Thu, Feb 14, 2019, 16:38
Subject: Women's day Circular
To: <etplhr@etv.co.in>

Dear all,

Please find the attachment of circular on Women’s day.

Regards,

HR department

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.