ETV Bharat / bharat

କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ କଲେ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ - ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ

ଏୟାର ଇଣ୍ଡିଆ ଓ ଏହାର ଯାତ୍ରୀଙ୍କ ବଦାନ୍ୟତା ଓ ସହଯୋଗ କାରଣରୁ ଜଣେ କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ ହୋଇଛି । ତାମିଲନାଡୁର ତ୍ରିଚିରେ ଜଣେ ବ୍ୟକ୍ତି ଶେଷରେ ନିଜ ମା'ଙ୍କୁ ଭେଟିପାରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କ୍ୟାନ୍ସର ପୀଡିତଙ୍କ ଶେଷ ଇଚ୍ଛା ପୂରଣ କଲେ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ

author img

By

Published : Jun 11, 2020, 7:18 PM IST

ବେଙ୍ଗାଲୁରୁ: କୋରୋନା ସମୟରେ ସେବା ମନୋଭାବ ଓ ମାନବିକତାର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଏମିତି ଏକ ଖବର ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ସାମ୍ନାକୁ ଆସିଛି । ଏୟାର ଇଣ୍ଡିଆ ଓ ଏହାର ଯାତ୍ରୀଙ୍କ ବଦାନ୍ୟତା ଓ ସହଯୋଗ କାରଣରୁ ଜଣେ କ୍ୟାନ୍ସର ପୀଡିତାଙ୍କ ଶେଷ ଇଚ୍ଛା ପୂରଣ ହୋଇଛି । ତାମିଲନାଡୁର ତ୍ରିଚିରେ ଜଣେ ବ୍ୟକ୍ତି ଶେଷରେ ନିଜ ମା'ଙ୍କୁ ଭେଟିପାରିଛନ୍ତି ।

ଏହାର ସମସ୍ତ ଶ୍ରେୟ ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଯାତ୍ରୀଙ୍କ ପାଇଁ ସମ୍ଭବପର ହୋଇପାରିଛି । ସେମାନେ ବିମାନରେ ସମ୍ପୃକ୍ତ ବ୍ୟକ୍ତଙ୍କୁ ସିଟ୍ ପ୍ରଦାନ କରିଥିବାରୁ ସିଙ୍ଗାପୁରସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ପକ୍ଷରୁ ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଯାତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.