ETV Bharat / bharat

ଦିଦିଙ୍କୁ ମୁହଁ ମୋଡୁଛନ୍ତି ଟିଏମସି ନେତା

ସାଧାରଣ ନିର୍ବାଚନରେ ବିଜେପିକୁ ପ୍ରଚଣ୍ଡ ବହୁମତ। ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ଟିଏମସି ନେତା । କେବଳ ନେତା ନୁହେଁ କାଉନସିଲର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।

ଫାଇଲ ଫଟୋ
author img

By

Published : Jun 18, 2019, 11:44 AM IST

କୋଲକାତା: 2019 ଲୋକସଭା ନିର୍ବାଚନ ପରେ ଘାଇଲା ପଶ୍ଚିମବଙ୍ଗ ସରକାର । ବିବାଦ ଥମୁନଥିବା ବେଳେ ଦଳ ଛାଡୁଛନ୍ତି ନେତା । ଦଳ ଉପରେ ଆସ୍ଥା ହରାଇ ବିଜେପିରେ ସାମିଲ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟିଏମସି ନେତା । ବିଧାୟକ ତୃଣମୂଳ କଂଗ୍ରେସର ବିଧାୟକ ସୁନୀଲ ସିଂ ବିଜେପିରେ ଯୋଗ ଦେବା ପରେ ରାଜ୍ୟରେ ଦଳ ଦୃଢହେବାରେ ଲାଗିଛି ।

ଦିଲ୍ଲୀରେ ତୃଣମୂଳ କଂଗ୍ରେସ ବିଧାୟକ ସୁନୀଲ ସିଂ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ତିନି ଦିନ ପୂର୍ବରୁ ବିଧାୟକ ସୁନୀଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଟିଏ ଷ୍ଟେଜ ସେୟାର କରିଥିବେ ବେଳେ ବିଜେପିରେ ସାମିଲ ହୋଇଛନ୍ତି ।

ସୁନୀଲ ଗରୁଲିଆ ମ୍ୟୁନିପାଲଟିର ଅଧ୍ୟକ୍ଷ ମଧ୍ୟ ଥିଲେ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭାର୍ଗୀୟ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ଗେରୁଆ ରଙ୍ଗରେ ସାମିଲ ହୋଇଛନ୍ତି ସୁନୀଲ । ଟିଏମସିର 21 ସଦସ୍ୟ ନଗର ନିଗମ ମଧ୍ୟରୁ 12 ଜଣ କାଉନସିଲର ତାଙ୍କ ସହ ଯୋଗ ଦେଇଛନ୍ତି । ତେବେ ସୁନୀଲଙ୍କ ବିଜେପିରେ ଯୋଗ ଦେବା ପରେ ବଙ୍ଗଳାର କେତେକ ସ୍ଥାନରେ ବିଜେପି ସୁଦୃଢ ହେଉଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.