ETV Bharat / bharat

କେନାଲରେ ବୁଡି ମା ସମେତ 3 ଶିଶୁଙ୍କ ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ - deadbodies found from canal in rohtas

କେନାଲରେ ବୁଡି ମା ସହ 3 ଶିଶୁଙ୍କ ସଲୀଳ ସମାଧି। ଘଟଣାଟି ବିହାର ରୋହତାସ ଜିଲ୍ଲାରେ ଘଟିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡିନାହିଁ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 10, 2019, 2:35 PM IST

ପାଟନା: କେନାଲରେ ବୁଡି 4 ଜଣଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣା ବିହାର ରୋହତାସ ଜିଲ୍ଲାରେ ଘଟିଛି। ତେବେ ଏକାସାଥୀରେ 4 ଜଣଙ୍କ ମୃତ୍ୟୁ ଖବର ଅଞ୍ଚଳରେ ପବନ ବେଗରେ ଖେଳିଯିବା ସହ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ମୃତଦେହକୁ ପାଣି ଭିତରୁ ବାହାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ 3 ଜଣ ଛୋଟ ପିଲା ରହିଛନ୍ତି।

ଖବର ଅନୁଯାୟୀ, କୌଣସି କାରଣରୁ ମହିଳା ଜଣକ ପିଲାମାନଙ୍କ ସହ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Intro:रोहतास। जिले के नोखा थाना क्षेत्र के अमैठी राज वाह में एक साथ चार शव मिलने से क्षेत्र में सनसनी फैल गई ।
जहां एक महिला समेत तीन शवों को नहर से बरामद किया गया है।Body:वही घटना रोहतास थाना क्षेत्र के नोखा का है। जहां महिला सहित 3 बच्चो का शव बरामद हुआ है। वही शवों पहचान अब तक नहीं की जा सकती है कि आखिर मरने वाले कहां के हैं। मरने वाले बच्चों में एक 6 महीना के नवजात बालक के अलावा 2 लड़कीं भी बताई जा रही है। जिसकी उम्र तकरीबन 10 वर्ष और 8 वर्ष है।
महिला की पहचान अभी तक नही हो पाई है। फिलहाल स्थानीय पुलिस घटना स्थल पर पहुँच कर जांच में जुटी है। वही नदी में एक साथ चार शव मिलने से क्षेत्र में सनसनी का माहौल बना हुआ है। कयास यह लगाया जा रहा है कि महिला ने किसी कारण वश अपने बच्चो के साथ आत्महत्या किया हो।Conclusion:बरहाल शव की पहचान में जुटी पुलिस अब तक इसे अज्ञात शव के रूप में ही मान रही है क्योंकि चौकी अब तक पहचान नहीं की जा सकी है जाहिर है पुलिस के लिए एक बड़ी चुनौती है पुलिस मामले की छानबीन में जुट गई है और मरने वाले के बारे में पता लगा रही है
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.