ETV Bharat / bharat

କୋରୋନାରୁ ସୁସ୍ଥ ହେଲେ ବିଜେପି ନେତ୍ରୀ ଉମା ଭାରତୀ

author img

By

Published : Oct 3, 2020, 7:40 PM IST

କୋରୋନା ପଜିଟିଭ୍ ଚିହ୍ନଟ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀଙ୍କୁ ଗତ ସପ୍ତାହରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁସାରେ ବର୍ତ୍ତମାନ କୋରୋନା ଲକ୍ଷଣ ନଥିବାରୁ ତାଙ୍କୁ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

କୋରୋନାରୁ ସୁସ୍ଥ ହେଲେ ବିଜେପି ନତ୍ରୀ ଉମା ଭାରତୀ

ଲକ୍ଷ୍ନୌ: କୋରୋନାରୁ ସୁସ୍ଥ ହେଲେ ବିଜେପି ନେତ୍ରୀ ଉମା ଭାରତୀ । ଗତ 24 ତାରିଖ ଦିନ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ସେ ଚିକିତ୍ସାଧୀନ ରହିଥିଲେ । ତାଙ୍କୁ ବର୍ତ୍ତମାନ ହୋମଆଇସଲେସନରେ ରହିବା ପାଇଁ କୁହାଯାଇଛି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମାଭାରତୀ କୋରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ଋଷିକେଶ ଏମସ୍‌ରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବର୍ତ୍ତମାନ ହସପିଟାଲରୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ତାଙ୍କ ଠାରେ କୋରୋନାର କୌଣସି ଲକ୍ଷଣ ନଥିବା ଏମସ ଡାକ୍ତର ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତ ସେପ୍ଟେମ୍ବର 24 ରେ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ବଦ୍ରୀନାଥ ଦର୍ଶନ ପାଇଁ ଆସିଥିଲେ । ଏହାପରେ ସମସ୍ତ ମନ୍ଦିର କର୍ମଚାରୀଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.