ETV Bharat / bharat

ଭେଣ୍ଟିଲେଟରେ ପ୍ରବଣ ମୁଖାର୍ଜୀ, ଅପରିବର୍ତ୍ତିତ ସ୍ବାସ୍ଥ୍ୟାବସ୍ଥା - ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅପରିବର୍ତ୍ତୀତ

ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ । ଏନେଇ ଆଜି ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ଏକ ବୁଲେଟିନ ଜାରି କରାଯାଇଛି ।

ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ଅପରିବର୍ତ୍ତୀତ

author img

By

Published : Aug 14, 2020, 1:00 PM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରବଣ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନାହିଁ । ଏନେଇ ଆଜି ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ଏକ ବୁଲେଟିନ ଜାରି କହିଛି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଅଗଷ୍ଟ 10 ରେ, 84 ବର୍ଷିୟୀଙ୍କୁ ପ୍ରଣବ ମୁଖାର୍ଜୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମୁଖାର୍ଜୀଙ୍କ ମସ୍ତିଷ୍କରେ ଏକ ବଡ଼ ଜମାଟ ଚିହ୍ନଟ ହୋଇଥିଲା । ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ସର୍ଜରୀ ପର ଠାରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଣ୍ଟିଲେଟେରରେ ରଖାଯାଇଛି ।

ଏହି ସମୟରେ, ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୋସିଆଲ ମିଡିଆରେ ମିଥ୍ୟା ଖବରକୁ ନେଇ ପୁଅ ଅଭିଜିତଙ୍କୁ ଏକ ବିବୃତ୍ତି ଦେଇଥିଲେ। ଅଭିଜିତ୍ ଗୁରୁବାର ଟ୍ବିଟ କରି କହିଛନ୍ତି, "ମୋ ବାପା ସର୍ବଦା ଜଣେ ଯୋଦ୍ଧା ! ଧୀରେ ଧୀରେ ସେ ସୁସ୍ଥ ହେଉଛନ୍ତି ଏବଂ ତାଙ୍କର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାରାମିଟର ସ୍ଥିର ଅଛି। ମୁଁ ମୋର ପିତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରୁଛି।"

ସୂଚନାଯୋଗ୍ୟ, ପ୍ରଣବ ମୁଖାର୍ଜୀ ଅସ୍ତ୍ରୋପଚାର ପୂର୍ବରୁ ଅଗଷ୍ଟ 10 ରେ କୋରୋନା ଭାଇରସ ପଜିଟିଭ୍ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.