ETV Bharat / bharat

ରାଜ୍ୟସଭା ନିର୍ବାଚନ ରେସ୍, ମୈଦାନକୁ ଓହ୍ଲେଇଵେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା

ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା ଜେଡି (ଏସ୍)ର ମୁଖ୍ୟ ଏଚ୍ ଡି ଦେବ ଗୌଡା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଵାକୁ ଯାଉଛନ୍ତି। ସେ କର୍ଣ୍ଣାଟକରୁ ଜୁନ୍ 19 ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ଵୋଲି ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ନିଶ୍ଚିତ କରିଛନ୍ତି।

author img

By

Published : Jun 8, 2020, 2:47 PM IST

ରାଜ୍ୟସଭା ନିର୍ବାଚନ ରେସ୍, ମୈଦାନକୁ ଓହ୍ଲେଇଵେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା
ରାଜ୍ୟସଭା ନିର୍ବାଚନ ରେସ୍, ମୈଦାନକୁ ଓହ୍ଲେଇଵେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବ ଗୌଡା

କର୍ଣ୍ଣାଟକ: ପ୍ରାକ୍ତନ ପ୍ରଧାନମନ୍ତ୍ରୀ ତଥା ଜେଡି (ଏସ୍)ର ମୁଖ୍ୟ ଏଚ୍ ଡି ଦେବ ଗୌଡା ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଵାକୁ ଯାଉଛନ୍ତି। ସେ କର୍ଣ୍ଣାଟକରୁ ଜୁନ୍ 19 ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ଵୋଲି ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ନିଶ୍ଚିତ କରିଛନ୍ତି।

କୁମାର୍ ସ୍ୱାମୀଙ୍କ କହିବାନୁସାରେ, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଅନ୍ୟ ଅନେକ ନେତା ଏବଂ ଦଳର ବିଧାୟକଙ୍କ ଅନୁରୋଧ ପରେ ଦେବ ଗୌଡା ଏହି ନିର୍ବାଚନ ଭିତରକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ତାଙ୍କୁ ସଂସଦର ଉପର ଗୃହ ପାଇଁ ନାମାଙ୍କନପତ୍ର ଦାଖଲ କରିବା ସହଜ ହୋଇନାହିଁ।

90% ଲୋକ ଏହି ବିଷୟରେ କହୁଛନ୍ତି ଯେ, ଲୋକଙ୍କ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୋଡା ସଫଳତା ଏବଂ ପରାଜୟ ଦେଖିଛନ୍ତି। ତେଵେ ଦେବଗୋଡାଙ୍କୁ ରାଜ୍ୟସଭାରେ ପ୍ରବେଶ କରିବାକୁ ମନାଇବା ସହଜ କାମ ନୁହେଁ।

ଏହା ହୋଇଥିବାରୁ ତମାମ୍ କର୍ଣ୍ଣାଟକରେ ଉସ୍ଚାହ ଦେଖିବାକୁ ମିଳିଛି। ଏଠାରେ ସୂଚନାଯୋଗ୍ୟ, କର୍ଣ୍ଣାଟକ ବିଧାନସଭାରେ ଜେଡି (ଏସ) ର 34 ଟି ଆସନ ଅଛି ଏବଂ ଏହା କେବଳ କଂଗ୍ରେସ ସମର୍ଥନରେ ରାଜ୍ୟସଭାରେ ଏକ ଆସନ ଜିତିପାରିବ। ଯଦି ଦେବ ଗୌଡା ଜିତନ୍ତି, ତେବେ ଏହା ତାଙ୍କର ଦ୍ୱିତୀୟ ପାଳିର ରାଜ୍ୟସଭା ପ୍ରଵେଶ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.