ETV Bharat / bharat

ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପରଲୋକ

ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉଇଲଫ୍ରେଡ ମେସକ୍ବୁଇଟା । ଦୀର୍ଘଦିନର ଅସୁସ୍ଥତା ପରେ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ 70 ବର୍ଷ ହୋଇଥିଲା ।

author img

By

Published : Jul 9, 2019, 2:24 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଲଫ୍ରେଡ ମେସକ୍ବୁଇଟା । ଦୀର୍ଘଦିନର ଅସୁସ୍ଥତା ପରେ ସେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ 70 ବର୍ଷ ହୋଇଥିଲା ।

ଖବର ଅନୁଯାୟୀ, ମେସକ୍ବୁଇଟା ମୁମ୍ବାଇର ପିଡି ହିନ୍ଦୁଜା ଡାକ୍ତରଖାନାରେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ସେ ସୋମବାର ରାତି 11ଟା ସମୟରେ ତାଙ୍କ ନିଧନ ହୋଇଛି । ଉଇଲଫ୍ରେଡ ଉତ୍ତର ଗୋଆର ଦିଭାର ଜିଲ୍ଲାରେ 1949 ମସିହା 14 ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏହାପରେ ସେ 1970 ମସିହାରେ ଗୋଆ ମେଡିକାଲ କଲେଜରୁ ସ୍ନାତେକତ୍ତୋରେ ଉତୀର୍ଣ୍ଣ ହୋଇଥିଲେ ।

ପରେ ପରେ ମୁମ୍ବାଇର ଏକ କଲେଜରେ ମେଡିସିନ ବିଭାଗରେ ଗବେଷଣା କରିବା ସହ ରାଜନୀତି ଦୁନିଆରେ ପାଦ ଥାପିଥିଲେ । ତାଙ୍କ ରାଜନୈତିକ କ୍ୟାରିୟରେ ସେ ଅନେକ ଗୁଡିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଛନ୍ତି । 1974 ମସିହାରେ ସେ ମହାରାଷ୍ଟ୍ରୱାଡି ଗୋମାନ୍ତକ ଦଳର ଉପସଭାପତି ଥିଲେ । କଂଗ୍ରେସ ଶାସନାଧୀନ କ୍ୟାବିନେଟ ମନ୍ତ୍ରୀମଣ୍ଡଳରେ 1990 ମସିହାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବଗ୍ରହଣ କରିଥିଲେ ।

Intro:Body:

BLANK FOR LINK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.