ETV Bharat / bharat

ପତ୍ନୀଙ୍କ ସହ ପଦ୍ମ ଧରିଲେ ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ସିଂହ - ପୂର୍ବତନ କଂଗ୍ରେସ ନେତା ସଞ୍ଜୟ ସିଂହ

ମଙ୍ଗଳବାର କଂଗ୍ରେସ ଛାଡିଥିବା ନେହେରୁ-ଗାନ୍ଧୀ ପରିବାରର ଖାସ ରହିଥିବା ସଞ୍ଜୟ ସିଂହ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସଞ୍ଜୟଙ୍କ ସହ ତାଙ୍କ ଧର୍ମପତ୍ନୀ ଅମିତା ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jul 31, 2019, 11:17 PM IST

ନୂଆଦିଲ୍ଲୀ: ବୁଧବାର ବିଜେପି ମଙ୍ଗ ଧରିଛନ୍ତି କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ । ନେହେରୁ-ଗାନ୍ଧୀ ପରିବାରର ଖାସ ରହିଥିବା ସଞ୍ଜୟ ସିଂହ ଗତକାଲି କଂଗ୍ରେସ ଛାଡିଥିଲେ। ତେବେ ସଞ୍ଜୟଙ୍କ ସହ ତାଙ୍କ ଧର୍ମପତ୍ନୀ ଅମିତା ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଦୁହେଁ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।

ତେବେ ଏହାପୂର୍ବରୁ ମଧ୍ୟ ସଞ୍ଜୟ କଂଗ୍ରେସର ହାତ ଛାଡି ବିଜେପିରେ ସାମିଲ ହୋଇଥିଲେ । 1998 ର ସେ ଆମେଠୀ ସଂସଦୀୟ ଆସନରୁ କଂଗ୍ରେସ କ୍ୟାପଟେନ ସତୀଶ ଶର୍ମାଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଦାୟିତ୍ବ ମିଳିଥିଲା ।

ରାହୁଲ ଗାନ୍ଧୀ ରାଜନୀତିରେ ସକ୍ରିୟ ହେବାପରେ ପୁନଶ୍ଚ 2003ରେ ସେ କଂଗ୍ରେସକୁ ଫେରିଥିଲେ । 2009 ଲୋକସଭା ନିର୍ବାଚନରେ ସେ ସୁଲତାନପୁର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ତେବେ କଂଗ୍ରେସର ଖରାପ ସମୟରେ ସଞ୍ଜୟ ଦଳ ଛାଡିବା ଦ୍ବାରା କଂଗ୍ରେସକୁ ବହୁତ ବଡ ଝଟକା ଲାଗିଥିବା ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.