ETV Bharat / bharat

କଣ୍ଢେଇର ଚିକିତ୍ସା କଲେ ଡାକ୍ତର, କାହିଁକି ପଢନ୍ତୁ... - child

ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ଜଣେ ଶିଶୁର ଚିକିତ୍ସା ପାଇଁ ଡାକ୍ତରଙ୍କୁ ପ୍ରଥମେ ଏକ କଣ୍ଢେଇର ଚିକିତ୍ସା କରିବାକୁ ପଡ଼ିଛି । ଯାହାକୁ ଦେଖି ସମସ୍ତେ ତାଜୁବ ହୋଇ ଯାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 31, 2019, 11:31 PM IST

ନୂଆଦିଲ୍ଲୀ: 11 ମାସର କୁନି ଝିଅ ପାଇଁ ପ୍ଲାଷ୍ଟିକ କଣ୍ଢେଇର ହେଲା ବ୍ୟାଣ୍ଡେଜ । ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଘଟଣାଟି ଘଟିଛି ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ଡାକ୍ତରଖାନାରେ । କାରଣ ଉକ୍ତ ନାବାଳିକାଟି ନିଜ କଣ୍ଢେଇ ଏତେ ମାତ୍ରାରେ ଭଲ ପାଉଥିଲା ଯେ ଡାକ୍ତରଙ୍କୁ ଏପରି କରିବାକୁ ବାଧ୍ୟ କରିଛି ।

new delhi
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଉକ୍ତ ଦିଲ୍ଲୀର ଦରିଆଗଞ୍ଜ ଅଞ୍ଚଳର 11 ମାସର ଶିଶୁ ଫରିନ କଣ୍ଢେଇ ସହିତ ଖେଳୁଥିବା ସମୟରେ ଖଟରୁ ପଡ଼ି ଯାଇଥିଲା । ତେବେ ଖଟରୁ ପଡ଼ିଯିବା ଫଳରେ ଗୋଡର ହାଡ଼ ଭାଙ୍ଗି ଯାଇଥିଲା । ଏହା ପରେ ଉକ୍ତ ଶିଶୁର ବାପା ମାଆ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଉକ୍ତ ଶିଶୁର ଗୋଡ଼ର ହାଡ଼ରେ ସାମାନ୍ୟ ଫଟା ଦାଗ ରହିଥିଲା । ତାହାକୁ ସୁସ୍ଥ କରିବା ପାଇଁ ଗୋଡ଼କୁ ପ୍ଲାଷ୍ଟର କରିବାର ଆବଶ୍ୟକତା ରହିଥିଲା ।

ତେବେ ଚିକିତ୍ସା ଆରମ୍ଭରୁ ଶିଶୁଟି ପ୍ରବଳ ମାତ୍ରାରେ କାନ୍ଦିବାକୁ ଲାଗିଥିଲା । ପ୍ଲାଷ୍ଟର କରିବାକୁ ବହୁତ ଅସୁବିଧା ମଧ୍ୟ ହୋଇଥିଲା । ସେପଟେ ଉକ୍ତ ଶିଶୁଟି ତାର କଣ୍ଢେଇକୁ ଆଣିବାକୁ ବାରମ୍ବାର କହୁଥିଲା । ତାର କଣ୍ଢେଇକୁ ଡାକ୍ତରଖାନା ଆଣିବା ପରେ ଉକ୍ତ ଶିଶୁଟି ସାମାନ୍ୟ ଖୁସି ହେଉଥିବା ଡ଼ାକ୍ତର ଜାଣିବାକୁ ପାଇଥିଲେ । ପରେ ଚିକିତ୍ସାରେ ସାମାନ୍ୟ ଆଶ୍ବସ୍ତି ପାଇଁ ପ୍ରଥମେ କଣ୍ଢେଇର ଚିକିତ୍ସା କରାଯାଇଥିଲା ଓ ପରେ ଶିଶୁଟିର ।

ଏହି ଚିକିତ୍ସା ସମୟରେ ଶିଶୁଟି ସାମାନ୍ୟ ମଧ୍ୟ କାନ୍ଦି ନଥିଲା । ଏହା ଦେଖି ସମସ୍ତେ ତାଜୁବ ମଧ୍ୟ ହୋଇଯାଇଥିଲେ । ଏହା ଦେଖି ପରିବାର ଲୋକେ କହିଥିଲେ କି, ଫରିନ ଯେତେବେଳେ 2 ମାସର ଥିଲା ସେତେବେଳେ ତାଙ୍କୁ ଏହି କଣ୍ଢେଇଟି ଉପହାର ସ୍ବରୂପ ମିଳିଥିଲା । ଆଉ ସେବେଠାରୁ କଣ୍ଢେଇକୁ ଫରିନ ଭଲପାଉଥିବା ପରିବାର ଲୋକେ କହିଛନ୍ତି ।

Intro:11 माह की बच्ची के इलाज के लिए पहले उसकी डॉल का करना पड़ा प्लास्टर

नई दिल्ली: राजधानी दिल्ली लोकनायक जयप्रकाश अस्पताल में ऐसा अनोखा मामला सामने आया है. जहां पर 11 माह की बच्ची के उपचार के लिए डॉक्टरों को उसकी डॉल का पहले फैक्चर की पट्टी करनी पड़ी. दरअसल बच्ची का अपनी डॉल से इतना लगा था कि वह उसके उपचार को देखने के बाद ही अपना उपचार करने दे रही थी.Body: हड्डी विभाग के डॉ अतुल गुप्ता ने बताया कि बच्ची के परिजन दरियागंज के रहने वाले हैं.उनकी 11 महीने की बच्ची फरीन को अस्पताल में लेकर आए थे.उन्होंने बताया कि वह खेल खेल में बेड से नीचे गिर गई थी.जिसके बाद उसके पैर में फैक्चर आया था.लेकिन उपचार के दौरान बच्ची काफी रुओ रही थी.जिससे बच्ची के पैर का प्लास्टर लगाने में डॉक्टरों को मुश्किल हो रही थी.इस बाबत बच्ची लगातार अपनी डॉल अस्पताल लाने की मांग कर रही थी.इसके बाद परिजन डॉल को अस्पताल लाए. तो वह थोड़ा खुश हुई.डॉक्टर ने बताया कि इस बाबत यह देखा गया कि बच्ची का डॉल से काफी लगाव है, जिसके बाद डॉल को इंजेक्शन पहले दिया, उसके बाद बच्ची को.इस बात को देख वह बिल्कुल नहीं रोइ.इसे देख सभी भौचक्के रह गए.डॉक्टरों ने इस बाबत पहले डॉल को पैर में फेक्चर चढ़ाया और उसके बाद बच्ची के. जिसके बाद बच्ची अपनी डॉल को देख इलाज करा रही है.

दो माह की थी बच्ची तब दी थी नानी ने डॉल
परिजनों ने बताया कि जब फरीन दो माह की थी तब उसकी दादी ने यह डॉल उसे गिफ्ट में दी थी.तब से उसका डॉल से काफी लगाव था.परिजन इस बात से भौचक्के हैं कि बच्ची का इस तरह डॉल से लगाव होना बेहद ही चौकाने वाला है.Conclusion:फिलहाल बच्ची का अब उपचार चल रहा है.उसके उपचार से परिजन और डॉक्टर भी खुश हैं.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.