ETV Bharat / bharat

ପାଦ ଚାଳିତ ସାନିଟାଇଜର ମେସିନ ତିଆରି କଲେ ଆରପିଏଫ

କୋରୋନା ଭାଇରସର ମହାମାରୀ ସମୟରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ପୋଷ୍ଟ ନିକଟରେ ଏକ ପାଦ ଚାଳିତ ସାନିଟାଇଜର ମେସିନ ତିଆରି କଲେ ରେଳୱେ ପ୍ରୋଟେକ୍ସନ ଫୋର୍ସ ।

od_nd_foot operated sanitiser machine
ପାଦ ଚାଳିତ ସାନିଟାଇଜର ମେସିନ ତିଆରୀ କଲେ ଆରପିଏଫ
author img

By

Published : Apr 30, 2020, 11:38 PM IST

ନୂଆଦିଲ୍ଲୀ: ପାଦ ଚାଳିତ ସାନିଟାଇଜର ମେସିନ ତିଆରି କଲେ ଆରପିଏଫ । କୋରୋନା ଭାଇରସର ମହାମାରୀ ସମୟରେ ଦିଲ୍ଲୀର ହଜରତ ନିଜାମୁଦ୍ଦିନ ପୋଷ୍ଟ ନିକଟରେ ଏକ ପାଦ ଚାଳିତ ସାନିଟାଇଜର ମେସିନ ତିଆରି କରିଛନ୍ତି ରେଳୱେ ପ୍ରୋଟେକ୍ସନ ଫୋର୍ସ ।

ଏକ ଅଫିସିଆଲ ସୂଚନା ଅନୁଯାୟୀ, ହଜରତ ନିଜାମୁଦ୍ଦିନ ଆରପିଏଫ୍ ପୋଷ୍ଟ ଦେଶର ପ୍ରଥମ ଷ୍ଟେସନ ଯେଉଁଠାରେ ଏଭଳି ଏକ ମେସିନ ଇନଷ୍ଟଲ କରାଯାଇଛି । କର୍ମଚାରୀମାନେ ପ୍ରତିଦିନ ଶହ ଶହ ଲୋକଙ୍କୁ ସାହାଯ୍ୟ କରିଥାନ୍ତି । କୋରୋନା ମହାମାରୀ ସମୟରେ ଆମ କର୍ମଚାରୀ ବିପଦରେ ରହୁଛନ୍ତି । ଏଣୁ ଆମ କର୍ମଚାରୀ ମାନେ ଏକ ଭିନ୍ନ ଉପାୟ ଭାବି ଅଦରକାରୀ ଜିନିଷରେ ଏକ ଡିସ୍ପେନସର ତିଆରି କରିବାରେ ସଫଳ ହୋଇଥିବା ଆରପିଏଫ୍ ଇନସ୍ପେକ୍ଟର କ୍ରୀଷ୍ଣା କୁମାର ଗୁରୁବାର କହିଛନ୍ତି । ଏଥିସହ ସେ କହିଛନ୍ତି ଏହି ମେସିନ ଗୋଡ ସାହାର୍ଯ୍ୟରେ ପେଡାଲ ମାରିବା ଦ୍ବାରା ସାବୁନ ଏବଂ ପାଣି ମିଶ୍ରିତ ଜଳ ଯୋଗାଇ ହାତକୁ ସଫା କରିଥାଏ ।

ସେ ଆହୁରି କହିଛନ୍ତି, ଏହିଭଳି ଆଉ ଦୁଇଟି ମେସିନ ପୋଷ୍ଟ ବାହାରେ ରଖାଯାଇଛି । ସେଥିମଧ୍ୟରୁ ଗୋଟିଏ କର୍ମଚାରୀଙ୍କ ପାଇଁ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.