ETV Bharat / bharat

ବଢୁଛି ମନ୍ଦାକିନୀ ଓ ଅଳକାନନ୍ଦାର ଜଳସ୍ତର, ଭୟଭୀତ କେଦାରଘାଟି ବାସୀ - ମନ୍ଦାକିନୀ

ବଢିବାରେ ଲାଗିଛି ମନ୍ଦାକିନୀ ଆଉ ଅଳକାନନ୍ଦାର ଜଳସ୍ତର । ସାମ୍ଭବ୍ୟ ବନ୍ୟା ପରିସ୍ଥିତିକୁ ଲକ୍ଷ୍ୟ କରି 2013ରେ ହୋଇଥିବା ପ୍ରଳୟଙ୍କରୀ ତାଣ୍ଡବ କଥା ମନେପଡି ଯିବାରୁ ଭୟଭୀତ ହୋଇ ପଡିଛନ୍ତି ଏଠାକାର ଲୋକେ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 17, 2019, 10:58 AM IST

ଡେରାଡୁନ: ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ସାଙ୍ଗକୁ ଜାରି ରହିଛି ବନ୍ୟାର ପ୍ରକୋପ । ସେହିପରି ପାହାଡି ରାଜ୍ୟ ଉତ୍ତରାଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଲଗାତାର ବର୍ଷା ଯୋଗୁଁ ମନ୍ଦାକିନୀ ଓ ଅଳକାନନ୍ଦା ନଦୀର ଜଳସ୍ତରରେ ବୃଦ୍ଧି ଘଟିଛି । ଯାହାର ଫଳ ସ୍ବରୂପ ନମାମି ଗଙ୍ଗା ଯୋଜନାରେ ପ୍ରସ୍ତୁତ ହୋଇଥିବା ସମସ୍ତ ସ୍ନାନ ଘାଟ ବୁଡିଯାଇଛି।

ସେପଟେ ପ୍ରୟାଗରାଜର ଅଳକାନନ୍ଦା ନଦୀ କୂଳରେ ନିର୍ମାଣ କରାଯାଇଥିବା ଭଗବାନ ଶିବଙ୍କର 20 ଫୁଟର ମୂର୍ତ୍ତିର ପୁରା ବେକ ପର୍ଯ୍ୟନ୍ତ ଜଳମଗ୍ନ ହୋଇଯାଇଛି । ଆଉ ଯଦି ବର୍ଷା ଲାଗିରହିବ ତେବେ ମୂର୍ତ୍ତିଟି ପାଣିରେ ପୁରା ବୁଡିଯିବ। ଆଉ ନଦୀ କୂଳରେ ଥିବା ଘର ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି । ରାଜ୍ୟର କେତେକ ସ୍ଥାନରେ ଅଧିକରୁ ଅଧିକ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ତେବେ କେଦାରଘାଟୀରେ ମଧ୍ୟ ବର୍ଷା ଜାରି ରହିଥିବାରୁ ମନ୍ଦାକିନୀର ଜଳସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ତେବେ 2013ରେ ହୋଇଥିବା ପ୍ରଳୟଙ୍କାରୀ ତାଣ୍ଡ କଥା ମନେ ପକାଇ ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ଲୋକ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.